World Health Day: କରୋନା ପରେ ଭାରତରେ ବଢ଼ିଚାଲିଛି ୮ଟି ଭୟଙ୍କର Chronic Disease, ଚିନ୍ତା ବଢ଼ାଇଲା ରିସର୍ଚ୍ଚ ରିପୋର୍ଟ
ନୂଆଦିଲ୍ଳୀ: ପ୍ରତିବର୍ଷ ଏପ୍ରିଲ ମାସ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଓ ମେଡିକାଲ କ୍ଷେତ୍ରରେ ହେଉଥିବା ନୂଆ ନୂଆ ପ୍ରଗତି ପ୍ରତି…