ପୂରଣ ହେବ ୬୦୨୫ଟି LTR ଶିକ୍ଷକ ପଦବୀ: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ଗଣଶିକ୍ଷା ବିଭାଗ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ହାଇସ୍କୁଲମାନଙ୍କରେ ୬୦୨୫ଟି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପୂରଣ ହେବ । ଛୁଟି, ଟ୍ରେନିଂ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଶିକ୍ଷକଙ୍କ…

ପୁଣି ମଞ୍ଚକୁ ଫେରୁଛି ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ, ଆରମ୍ଭ ହେଲା ଅଗ୍ରୀମ ଟିକେଟ୍ ବୁକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଏପ୍ରିଲ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରାଜଧାନୀ ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା । ଦର୍ଶକଙ୍କ ଅନୁରୋଧ କ୍ରମେ…

DEO, ଆସିଷ୍ଟାଣ୍ଟ, ଟେକ୍ନିସିଆନ, UDC, LDC, MTS, ସୁପରଭାଇଜର ପଦବୀ ପାଇଁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ‘ବି’, ଆସିଷ୍ଟାଣ୍ଟ ଲ’…

(Video) ଅନୁଭବ-ବର୍ଷାଙ୍କୁ ନେଇ ଆସିଲା ବଡ଼ ଖବର: ଚଳିତ ମାସରେ ୩୦ ହଜାର ଟଙ୍କା ଦେଲେନି କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ବିଭିନ୍ନ କୋର୍ଟରେ…

ସତୀଶଙ୍କୁ କରାଯାଇଛି ହତ୍ୟା: ୧୫ କୋଟି ଟଙ୍କା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର, ଦିଲ୍ଲୀ ପୋଲିସ ଆଗରେ ମହିଳାଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗତ ୯ ତାରିଖରେ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଥିଲା । ତେବେ ହୃଦଘାତ କାରଣରୁ ସତୀଶଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ପରେ ଏହି ମୃତ୍ୟୁକୁ ନେଇ…

ହେ ପ୍ରଭୁ ରକ୍ଷା କର: ଗଭୀର ସମୁଦ୍ର ମଧ୍ୟରେ ଫଶି ରହିଛନ୍ତି ୧୦୦୦ ପ୍ରବାସୀ, ଲହରୀ ମାଡ଼ି ଆସୁଛି, ଡଙ୍ଗା ଓଲଟିପାରେ

ନୂଆଦିଲ୍ଲୀ: କଥାରେ ଅଛି ଜଳର ଅନ୍ୟ ନାମ ହେଉଛି ମରଣ । ଜଳକୁ ଅନେକ ପବିତ୍ର କାର୍ଯ୍ୟରେ ଉପଯୋଗ କରାଯାଇଥାଏ । ପବିତ୍ର ଗଙ୍ଗା ଜଳରେ ସ୍ନାନ କରି ମଣିଷ ପୂର୍ବ ଜନ୍ମର ପାପକୁ କ୍ଷୟ କରିଥାଏ । ମାତ୍ର ସାମାନ୍ୟ ବ୍ୟତିକ୍ରମ…

କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି, ଉପସଭାପତି ନିର୍ବାଚନ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପାଇଁ ମୋଟ ୯୭ ଜଣ ସଭ୍ୟ ସେମାନଙ୍କର ମତଦାନ କରିଥିଲେ । ତେବେ ଏହା ମଧ୍ୟରେ ଏହି ମତଦାନର ଫଳାଫଳ…

ଟିମ୍ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର: WTC ଫାଇନାଲ ଯାତ୍ରା ହେଲା ସହଜ, ତଥାପି ସିରିଜ୍ ଡ୍ର କରିବା ନିହାତି ଜରୁରୀ

ନୂଆଦିଲ୍ଲୀ: ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସିଜିନ୍ ଆସନ୍ତା ଜୁନ୍ ମାସ ୭ ତାରିଖରେ ଖେଳାଯିବ । ଟପ୍ ପଏଣ୍ଟସ୍ ଆଧାରରେ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି…

ଲାଲୁଙ୍କ ଘରୁ ମିଳିଲା ୬୦୦ କୋଟିର ଅପରାଧ ଅର୍ଜିତ ସମ୍ପତ୍ତି: ବିଦେଶୀ ମୁଦ୍ରା, ଆପତ୍ତିଜନକ କାଗଜପତ୍ର, ନଗଦ କ୍ୟାଶ, ଅଳଙ୍କାର ଜବତ କଲା ED

ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଆଜି ରେଡ୍ ମାରିଛି । ଗୋଇନ୍ଦା ସୂଚନା ଆଧାରରେ ଲାଲୁଙ୍କର…

ଧରିତ୍ରୀ ବକ୍ଷରୁ ସମାପ୍ତ ହୋଇଯିବେ ପୁରୁଷ ଜାତି! ପୁରୁଷଙ୍କ Y ଗୁଣସୂତ୍ର କମିବାରେ ଲାଗିଛି- ରିସର୍ଚ୍ଚରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଜୀବନ କ୍ରମଶଃ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ମଣିଷର ଲାଇଫଷ୍ଟାଇଲକୁ ଆରାମଦାୟକ କରିଦେଉଥିବା ବେଳେ ମଣିଷ ପ୍ରକୃତିକୁ ପରୋକ୍ଷରେ ନଷ୍ଟ କରିବାରେ…