Breaking News Microsoft କରିବ ଛଟେଇ! ଚାକିରି ହରାଇବେ ୧୧,୦୦୦ କର୍ମଚାରୀ Manas Pradhan Jan 18, 2023 ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱରେ ଅନେକ ରାଷ୍ଟ୍ରରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଅନ୍ତରାଷ୍ଟ୍ରୀୟ ସ୍ତରର କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖାଯାଉଛି…
Breaking News ଟେଲି ଯୋଗାଯୋଗ ବିଭାଗରେ ୨୭୦ଟି ପୋଷ୍ଟ ଖାଲି: ଡିସେମ୍ବର ୨୨ ଆବେଦନର ଅନ୍ତିମ ତାରିଖ Manas Pradhan Jan 18, 2023 ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ୨୭୦ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସବଡିଭିଜନାଲ ଇଞ୍ଜିନିୟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ…
Breaking News ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ବଜେଟରେ ହୋଇପାରେ ବଡ଼ ଘୋଷଣା: କ’ଣ ରହିଛି ଅର୍ଥମନ୍ତ୍ରୀଙ୍କ ଯୋଜନା Manas Pradhan Jan 18, 2023 ନୂଆଦିଲ୍ଲୀ: ଆସନ୍ତା ମାସ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ । ତେବେ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଦେଶର ମଧ୍ୟବିତ୍ତ ଶ୍ରେଣୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ବର୍ତ୍ତମାନ ସମୟରେ…
Breaking News MBBSରେ ଆଡମିସନ କରିବାର ୧୦ ବର୍ଷ ପର୍ଯ୍ୟନ୍ତ NEXT ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ: NMCର ବଡ଼ ନିଷ୍ପତ୍ତି Manas Pradhan Jan 18, 2023 ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ନ୍ୟାସନାଲ ଏଗଜିଟ ଟେଷ୍ଟ (ନେକ୍ସଟ) ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାଫଳରେ ଛାତ୍ରଛାତ୍ରୀଙ୍କୁ ଏଣିକି ନିଟ୍ ପିଜି ପରୀକ୍ଷା ବଦଳରେ ନେକ୍ସଟ…
Breaking News ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ Manas Pradhan Jan 17, 2023 ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଥିବା ବେଳେ ପାକିସ୍ତାନ ବିଭିନ୍ନ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନରୁ ଋଣ ପାଇଁ…
Breaking News ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ରହିଲେ ହାଡ଼, କବଜ, ଗ୍ୟାସ ସମସ୍ୟା ବଢ଼େ, ଏଥିରୁ କେମିତି ମୁକ୍ତି ପାଇବେ Manas Pradhan Jan 17, 2023 ନୂଆଦିଲ୍ଲୀ: ଜଳ ମନୁଷ୍ୟର ଜୀବନଧାରଣ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । ଜଳରେ ବିଭିନ୍ନ ପ୍ରକାରର ସାମଗ୍ରୀ ମିଶ୍ରିତ ଅବସ୍ଥାରେ ରହିଥାଏ । ତେବେ ଜଳରେ କିଛି ପଦାର୍ଥର ମାତ୍ରା ଅଧିକ ହେଲେ ତାହା ମଣିଷ ଶରୀରରେ ନାନା…
Breaking News ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ପୁଅ: ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଶିବବ୍ରତଙ୍କୁ ମିଳିଲା ବଡ଼ ଦାୟିତ୍ୱ Manas Pradhan Jan 17, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୮ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଦିନିଆ ଏକଦିବସୀୟ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି । ନିକଟରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ସିରିଜ ମୂଳପୋଛ କରିଥିବା ଟିମ୍ ଇଣ୍ଡିଆ…
Breaking News ମୁଣ୍ଡବ୍ୟଥାଠାରୁ ଆରମ୍ଭ କରି କ୍ୟାନସର ଔଷଧ ରେଟ୍ କମିଲା: ୧୨୮ଟି ମେଡିସିନର ରେଟ୍ ବଦଳାଇଲା NPPA Manas Pradhan Jan 17, 2023 ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର । ମୁଣ୍ଡବ୍ୟଥାଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ବହୁ ଔଷଧର ରେଟ୍ ହ୍ରାସ ପାଇଛି । ତେବେ ମୋଟ ୧୨୮ଟି ମେଡସିନର ମୂଲ୍ୟ ହ୍ରାସ ପାଇଥିବା ନେଇ ନ୍ୟାସନାଲ…
Breaking News ‘ଦି କଶ୍ମୀର ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଜୋଶୀ ସୁଟି୍ ସେଟରେ ଆହତ Manas Pradhan Jan 17, 2023 ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ପଲ୍ଲବୀ ଜୋଶୀ ଆହତ ହୋଇଛନ୍ତି । ଶୁଟିଂ ସେଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବା…
Breaking News OPGCରୁ ଅଂଶଧନ ବିକ୍ରି କରିବେ ରାଜ୍ୟ ସରକାର: ବିଡ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି Manas Pradhan Jan 17, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି)ରୁ ରାଜ୍ୟ ସରକର ଅଂଶଧନ ବିକ୍ରି କରିବେ । ତେବେ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର ବିଡ୍ ଆହ୍ୱାନ କରିଛନ୍ତି । ବିଦ୍ୟୁତ କେନ୍ଦ୍ର…