ପ୍ରେମ କରିବା ପାପ ନୁହେଁ: ଖରାପ ଲୋକକୁ ବାଛିବା ହିଁ ମହାପାପ, ଏଥିପାଇଁ କାହାକୁ ଦୋଷ ଦେବା

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ଭୟଙ୍କର ଘଟଣା ପାଇଁ ଆଜି ଆମ ସମାଜ କେତେ ତଳକୁ ଖସିଯାଇଛି ତାହା ପ୍ରମାଣିତ ହୋଇଛି । ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକର ଓ ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲାଙ୍କୁ ନେଇ ଆଜି ସାରା…

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ‘ହିନ୍ଦୁ’, ପ୍ରତି ଭାରତୀୟଙ୍କ DNA ସମାନ: RSS ମୁଖ୍ୟ

ନୂଆଦିଲ୍ଲୀ: ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମର ଲୋକେ ବସବାସ କରିଥାନ୍ତି । ଅନେକ ସମୟରେ ବିଭିନ୍ନ ଧର୍ମକୁ ନେଇ କିଛି…

ଏଣିକି ପ୍ରତ୍ୟେକ ଘର ଆଗରେ ଲାଗିବ QR Code: ଅଳିଆ ସଫେଇକୁ ନେଇ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଲୋକଙ୍କ ଘରୁ ଅଳିଆ ଠିକଭାବେ ନ ଉଠିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ଉଠିବ ପରଦା । ସଫେଇକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ…

ଓଡ଼ିଶାର ୨୬ଟି ୱେବସାଇଟ୍ ପ୍ରତି ସାଇବର ବିପଦ: ସୁରକ୍ଷା ନେଇ ରିପୋର୍ଟ ମାଗିଲା NCIIPC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ସାଇବର ଠକଙ୍କ ଜାଲରେ ପଡ଼ି ଅନେକ ଶିକ୍ଷିତ ଲୋକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ତେବେ ସାଇବର କ୍ରାଇମରୁ ବାଦ୍ ପଡ଼ିନାହିଁ ଓଡ଼ିଶା ।…

Professor of Practice ପଦବୀ ପାଇଁ ଆରମ୍ଭ ହେବ ନିଯୁକ୍ତି: ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଲା UGC

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ଖୁବଶୀଘ୍ର ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ପଦବୀରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି । ୟୁନିଭରସିଟି ଓ କଲେଜଗୁଡ଼ିକରେ ଏହି ପଦବୀରେ…

OPTCL ପକ୍ଷରୁ ବାହାରିଲା ୨୫୦ଟି ପଦବୀ: ଆସନ୍ତା ତିନି ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

ବୈଜ୍ଞାନିକଙ୍କ ବଡ଼ ସଫଳତା: ଛତୁରୁ ନିର୍ମାଣ ହେବ କମ୍ପ୍ୟୁଟର ଚିପସ୍, ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ହ୍ରାସ ପାଇବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି କ୍ଷତି ପଛର ଏକ ବଡ଼ କାରଣ ହେଉଛି ଇଲେକ୍ଟ୍ରୋନିକ ଚିପ୍ସ । ଏହି ଚିପ୍ସ ତିଆରି କରିବା ପାଇଁ…

(Video) G20 Summit 2022ରେ ଚମକିଲେ ମୋଦୀ: ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀ ୨୦୨୨ରେ ଯୋଗ ଦେବା ସହିତ ଭାରତୀୟ ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ…

ଜାନୁଆରୀ ୧୮ରେ ହେବ JEE Mains ୨୦୨୩ ପରୀକ୍ଷା! ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟିକରଣ ଦେଲା NTA

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ସ ପରୀକ୍ଷା ୨୦୨୩କୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ସୋସିଆଲ ମିଡ଼ିଆରେ ଜେଇଇ ମେନ୍ସ ୨୦୨୩କୁ ନେଇ…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ବଦଳୁଛି ମଶାଙ୍କର ବିକାଶ ଓ ବ୍ୟବହାର, ମ୍ୟାଲେରିଆକୁ ରୋକିବା ମୁସ୍କିଲ, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଏହାର ଫଳସ୍ୱରୂପ ମାନବ ସଭ୍ୟତା ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ତେବେ ତାପମାତ୍ରା ବୃଦ୍ଧି କାରଣରୁ ମଶାଙ୍କ ବ୍ୟବହାରରେ ପରିବର୍ତ୍ତନ…