Bond Policy କ’ଣ: ବିଭିନ୍ନ ରାଜ୍ୟର MBBS ଛାତ୍ର ଏହାକୁ କାହିଁକି ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର କିଛି ରାଜ୍ୟରେ ଏମବିବିଏସ ଛାତ୍ରଛାତ୍ରୀମାନେ ବଣ୍ଡ ପଲିସୀକୁ ବିରୋଧ କରୁଥିବାର ଦେଖାଯାଉଛି । ହରିୟାଣାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହାର ବିରୋଧାଭାସ ଦେଖିବାକୁ ମିଳୁଛି ।…

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୮ଟି ଅଜଣା ରହସ୍ୟ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ ଅଂଶ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ଦ୍ୱୀପପୁଞ୍ଜର ଅନେକ ତଥ୍ୟ ବିଷୟରେ ଅନେକଙ୍କୁ ଅଜଣା ଥିବ । ଆସନ୍ତୁ ଜାଣିବା…

EWS Quota କ’ଣ: ସରକାରୀ, ପ୍ରାଇଭେଟ ଓ ବିଜିନେସ ସେକ୍ଟର ଉପରେ ଏହାର ପ୍ରଭାବ କିପରି ରହିବ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଆର୍ଥିକ ଆଧାରରରେ ଏହି ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ତେବେ…

ସମସ୍ତ ସରକାରୀ ବ୍ୟାଙ୍କ, NPA ଓ ନେଟ୍ ପ୍ରଫିଟକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଫସି ରହିଥିବା କରଜ ଅର୍ଥାତ ଏନପିଏଓକୁ ହ୍ରାସ କରିବା ନେଇ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପବ୍ଲିକ…

ଚନ୍ଦ୍ରଗ୍ରହଣ ପାକତ୍ୟାଗ: ହେତୁବାଦୀ-ପରମ୍ପରାବାଦୀ ମଧ୍ୟରେ ଖଣ୍ଡଯୁଦ୍ଧ, ପୋଲିସର ଲାଠିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚନ୍ଦ୍ରଗ୍ରହଣ ଅବସରରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣର ପ୍ୟାକତ୍ୟାଗକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ରାଜଧାନୀ…

IIT ଆଡମିସନ ଫିସ୍ ୫୦ ପ୍ରତିଶତ ଛାଡ଼: ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପାଠ ପଢ଼ିବା ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଏହି ବଡ଼ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟା ଅଙ୍କର ଅର୍ଥ ଜମା…

Western Coalfields Limited ପକ୍ଷରୁ ବାହାରିଲା ୯୦୦ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୯୦୦ଟି ପଦବୀ ଖାଲିଥିବା ବେଳେ ପ୍ରାର୍ଥୀମାନେ…

Free Civil Service Coaching ପୁଣି ଆରମ୍ଭ ହେବ: ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିବେ ଓଡ଼ିଶାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ । ଗତ ୨୦୧୯ରେ ରାଜ୍ୟ…

ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର: ପରିବହନ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇଡିଟିଆର) । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ…

ପୁଣି ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କୁ ପୁଣି ବଡ଼ ଉପହାର ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ଼ ଖୁସି ଖବର ଆସୁଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (ଡିଏ) । ସାରା ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ବିଚାର…