ସିଙ୍ଗଲ ସିଗାରେଟ ବିକ୍ରି ଉପରେ ଲାଗିପାରେ ରୋକ: ସଂସଦର ସ୍ଥାୟୀ କମିଟି ପକ୍ଷରୁ ଦିଆଗଲା ପ୍ରସ୍ତାବ
ନୂଆଦିଲ୍ଲୀ: ଭାରତରେ ସିଙ୍ଗଲ ସିଗାରେଟ ବିକ୍ରି ଉପରେ ରୋକ ଲାଗିପାରେ । ସଂସଦର ସ୍ଥାୟୀ କମିଟି ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । କମିଟି ମୁତାବକ, ତମ୍ବାଖୁ ନିୟନ୍ତ୍ରଣ ଅଭିଯାନ ଏହାଦ୍ୱାରା ପ୍ରଭାବିତ ହୋଇପାରେ ।…