ପ୍ରବଳ ଭିଡ଼ ସାଜିଲା କାଳ: ଦଳାଚକଟାରେ ୧୫୧ ମୃତ, ୮୨ ଆହତ, ହାର୍ଟ ଆଟାକରେ ଟଳିପଡ଼ିଲେ ଅନେକ ଲୋକ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହେଲୋବିନ ଉତ୍ସବ ପାଳନ ଅବସରରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଅଘଟଣ । ରାଜଧାନୀ ସିଓଲରେ ହେଲୋବିନ ଉତ୍ସବ ପାଳନ ପାଇଁ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ । ତେବେ ପ୍ରବଳ ଭିଡ଼ କାରଣରୁ…