fbpx

ଆସନ୍ତାକାଲି NEET PG 2022: ପରୀକ୍ଷା ପୂର୍ବରୁ ଥରେ ପଢ଼ିନିଅନ୍ତୁ ସମସ୍ତ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆସନ୍ତାକାଲି ନିଟ୍ ପିଜି ୨୦୨୨ ପରୀକ୍ଷା ଅନୁଷ୍ଠିତ ହେବ । ଦେଶର ଅଲଗା ଅଲଗା କେନ୍ଦ୍ରରେ ଏହି ପରୀକ୍ଷାର ଆୟୋଜନ କରାଯିବ । ପୋଷ୍ଟ ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେଉଥିବା ଏହି ପରୀକ୍ଷା…

ଜେଲ୍ ଗଲେ ସିଦ୍ଧୁ, ପଟିଆଲା କୋର୍ଟରେ କଲେ ସରେଣ୍ଡର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ୩୩ ବର୍ଷ ତଳର ଏକ ମାମଲାରେ ଜେଲ ଯାଇଛନ୍ତି । ସିଦ୍ଧୁ ଆଜି ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆସନ୍ତା ୧ ବର୍ଷ ପାଇଁ…

୩୩ ବର୍ଷ ତଳେ କ’ଣ ଭୁଲ୍ କରିଥିଲେ ସିଦ୍ଧୁ, ଯେଉଁଥିପାଇଁ ଆଜି ଭୋଗିବେ ଏକ ବର୍ଷର ଜେଲଦଣ୍ଡ: ଜାଣନ୍ତୁ ୧୯୮୮ ମସିହା ଡିସେମ୍ବର ୨୭ରେ କ’ଣ…

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କର ପରିସ୍ଥିତି ଆଜିକାଲି ଠିକ୍ ଚାଲୁନାହିଁ । ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ । ଏବେ ୩୩…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିଧାୟକ ପ୍ରଶାନ୍ତଙ୍କୁ ଲାଗିଲା ଜବରଦସ୍ତ ଝଟକା: ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ, ପୁଣି ଥରେ ଯିବେ ଜେଲ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଚିଲିକା ବିଧାୟକଙ୍କୁ ଲାଗିଛି ଜବରଦସ୍ତ ଝଟକା । ପ୍ରଶାନ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ତେଣୁ ପୁଣି ଥରେ ଜେଲ ଯାଇପାରନ୍ତି…

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ବଦଳିଲା ଶିକ୍ଷା ଋଣର ସୁଧ ହାର, ଜାଣନ୍ତୁ କେତେ ପ୍ରତିଶତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବିଭିନ୍ନ ବିଭାଗ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ମିଶନ ଶକ୍ତି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିବ ୫୦ ହଜାର କୋଟିର ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବିଭିନ୍ନ ବିଭାଗ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ବିଶ୍ୱର ଅଧିକାଂଶ ଦେଶରେ ଏବେ ସୃଷ୍ଟି ହୋଇଛି ଆର୍ଥିକ ସଙ୍କଟ: ଜାଣନ୍ତୁ ଏହା ପଛର ୫ଟି କାରଣ

ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ଥରେ ଘୋର ଆର୍ଥିକ ସଙ୍କଟ ଘାରିଛି । ଅଧିକାଂଶ ଦେଶ ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସଂଘର୍ଷ ଜାରି ରଖିଛନ୍ତି । ଏହି ପରିସ୍ଥିତିକୁ ଦେଖି ବିଶ୍ୱର ଏକନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ…

ତାତିରୁ ନିସ୍ତାର ନାହିଁ, ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟବାସୀ ଗରମରେ କଲବଲ ହେଉଥିବା ବେଳେ ଏନେଇ ନୂଆ ଅପଡେଟ୍ ଆସିଛି । ପୁଣି ରାଜ୍ୟର ତାପମାତ୍ରା ବୃଦ୍ଧି ହେବ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହେବାରେ ଲାଗିଛି ।…

ରାଜ୍ୟ କ୍ୟାବିନେଟରେ ୩୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାପ୍ତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…