ସମାପ୍ତ ହୋଇଯିବ ଶିବସେନା ଯୁଗ: ମହାରାଷ୍ଟ୍ରର ଡୋରି ଧରିବ BJP, ଶିନ୍ଦେ ହେବେ ଉପମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ସମଗ୍ର ଦେଶର ନଜର ଏବେ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଉପରେ ରହିଛି । ଶିବସେନା ନେତା ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଏକାଧିକ ବିଧାୟକ ରାଜ୍ୟ ବାହାରେ ଏକ ହୋଟେଲରେ ଅବସ୍ଥାନ କରିବା ପରେ ରାଜ୍ୟରେ…

(Video) ସାବଧାନ, ମନ୍ତ୍ରୀ ଆସୁଛନ୍ତି: ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…

ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ନାମରେ ଦାୟର ହେଲା ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଙ୍କ ନାମରେ ଏକ ମାମଲା ଦାୟର ହୋଇଛି । ପିଏସ ପିପି ମାଧବନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଦଳିତ ମହିଳା । ମାଧବନ ଉକ୍ତ ମହିଳାଙ୍କୁ…

ଗିରଫ ହେଲେ ମାଲୟାଲମ୍ ଅଭିନେତା, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଜଣେ ମାଲୟାଲମ୍ ଅଭିନେତା ଗିରଫ ହୋଇଛନ୍ତି । ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରାଯିବା ପରେ ଦକ୍ଷିଣ ଏର୍ଣ୍ଣାକୁଲମ୍ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା । ଗତ ୨୨…

‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ…

ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ଅଯୋଗ୍ୟ ଘୋଷିତ ହେବେ ନାହିଁ ବିଦ୍ରୋହୀ ବିଧାୟକ ଗୋଷ୍ଠୀ: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଏକ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଏହାମଧ୍ୟରେ ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚି ସାରିଛି । ତେବେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ…

ନୂତନ ଶିକ୍ଷାନୀତି-୨୦୨୦: ଘରୋଇ ସ୍କୁଲରେ NCERT ବହି ବାଧ୍ୟତାମୂଳକ, ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂତନ ଶିକ୍ଷାନୀତି ୨୦୨୦ରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯିବ । ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା, ଧନ୍ଦାମୂଳକ ଶିକ୍ଷା ଓ ଯୁଗ ଉପଯୋଗୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଘରୋଇ ସ୍କୁଲମାନଙ୍କରେ…

ବୈଜ୍ଞାନିକଙ୍କ କରିସ୍ମା: ଏଣିକି ହାର୍ଟ ଆଟାକ୍ ପରେ ହୃଦୟର ମାଂସପେଶୀର କୋଷିକା ହୋଇପାରିବ ପୁନର୍ଜିବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ୍ ଏଭ ଭୟଙ୍କର ରୋଗ । ଭାରତରେ ପ୍ରତିବର୍ଷ ହାର୍ଟ ଆଟାକରେ ୧୨ ଲକ୍ଷ ଯୁବକ ମୃତ୍ୟୁବରଣ କରୁଛନ୍ତି । ସେହିପରି ଆମେରିକାରେ ପ୍ରତି ୩୬ ସେକେଣ୍ଡରେ ଜଣେ ଲୋକ ମରୁଥିବା ଜଣାପଡ଼ିଛି…

ଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ଆପଣ ନିଜର ପୂର୍ବଜନ୍ମର କଥା ମନେରଖିଛନ୍ତି କି? ପୂର୍ବଜନ୍ମର କଥା କେହି ବି କହିପାରିବେ ନାହି । ତେବେ ଜ୍ୟୋତିର୍ବିଦ୍ୟା ଆଧାରରେ ପୂନର୍ଜନ୍ମକୁ ନେଇ କିଛିଟା ଅନୁମାନ କରାଯାଏ । ଏଥିପାଇଁ କିଛି ଲକ୍ଷଣ ଉପରେ…