ରେଷ୍ଟୁରାଣ୍ଟରେ ଖାଇବା ପରେ ଗ୍ରାହକମାନେ ସର୍ଭିସ୍ ଚାର୍ଜ ଦେବାକୁ ବାଧ୍ୟ ନୁହନ୍ତି, ଲାଗୁ ହେବ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିୟମ
ନୂଆଦିଲ୍ଲୀ: ଯଦି ଆପଣମାନେ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଏଣିକି ଆପଣଙ୍କୁ ରେଷ୍ଟୁରାଣ୍ଟରେ ଖାଇବା ପରେ ଆଉ ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ ।…