ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଣିକି ଝିଅମାନେ ମାଗଣାରେ ପଢ଼ିବେ ମେଡିକାଲ, IIM ଓ IIT ପାଠ: ଜାଣନ୍ତୁ କେଉଁ ରାଜ୍ୟରେ ଘୋଷଣା ହେଲା

ନୂଆଦିଲ୍ଲୀ: ଝିଅମାନଙ୍କ ପାଠପଢ଼ା ନେଇ ଏଣିକି ଆଉ ଚିନ୍ତା ନାହିଁ । ଝିଅମାନଙ୍କୁ ମାଗଣାରେ ମେଡିକାଲ, ଆଇଆଇଏମ ଓ ଆଇଆଇଟି ପାଠ ପଢ଼ାଇବେ ସରକାର । ନିକଟରେ ମଧ୍ୟପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…

RBI ରେପୋ ରେଟ୍ ବୃଦ୍ଧିର ପ୍ରଭାବ: ଦେଶର ୯ଟି ବ୍ୟାଙ୍କ ବଢ଼ାଇଲେ ସୁଧ ହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ବଢ଼ାଇବା ପରେ ଏବେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । ଦେଶର ୯ଟି ବ୍ୟାଙ୍କ ସେମାନଙ୍କର ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିସାରିଛନ୍ତି ।…

ଅଣ୍ଡାରେ ଲୁଚି ରହିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଅଜଣା ରହସ୍ୟ, ଅଣ୍ଡା ବିଷୟରେ ଜାଣନ୍ତୁ କିଛି ଅକୁହା କଥା

ଅଣ୍ଡା କହିଲେ ସାଧାରଣ ଭାବେ ଆମେ ଖାଇବା ଅଣ୍ଡାକୁ ବୁଝିଥାଏ । ତେବେ ଆପଣମାନେ ଜାଣନ୍ତି କି ଏହି ଅଣ୍ଡା ହେଉଛି ଆମ ବିଶ୍ୱ ବ୍ରହ୍ମାଣ୍ଡର ଏକ ସୂକ୍ଷ୍ମ ରୂପ । ଯଦି ଆପଣ ଇତିହାସର ପୃଷ୍ଠା ଓଲଟାଇବେ ତେବେ ଜାଣିପାରିବେ…

ଅଭିନେତ୍ରୀ ସୋନାକ୍ଷୀଙ୍କ ରିଙ୍ଗ ସେରିମୋନି ସରିଲା, ଜାଣନ୍ତୁ ଦବଙ୍ଗ ଗାର୍ଲଙ୍କର ଲିଭିଂ ପାର୍ଟନର କିଏ

ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ସୋନାକ୍ଷୀଙ୍କର ରିଙ୍ଗ ସେରିମୋନି ସରିଯାଇଛି । ଏନେଇ ସେ ସୋସିଆଲ ମିଡ଼ିଆରେ କିଛି ଫଟୋ ଶେୟାର କରିଛନ୍ତି । ସୋନାକ୍ଷୀ ତାଙ୍କର…

ତାଜମହଲର ୨୨ଟି କୋଠରୀକୁ କାହିଁକି ବନ୍ଦ କରିଦିଆଗଲା, ପୁଣି ଥରେ ସେଗୁଡ଼ିକୁ ଖୋଲିବା ପାଇଁ ହାଇକୋର୍ଟରେ ଦାୟର ହେଲା ୟାଚିକା

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପୀ ମସଜିଦ, କାଶୀ ବିଶ୍ୱନାଥ ମନ୍ଦିର ବିବାଦ ପରେ ଆଗ୍ରାର ତାଜମହଲକୁ ନେଇ ପ୍ରଶ୍ନ ଉଠିଛି । ତାଜମହଲକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ୟାଚିକା ଦାୟର ହୋଇଛି ।…

SCBରେ ଆରମ୍ଭ ହେଲା ଅନଲାଇନ୍ OPD ସେବା: ରୋଗୀଙ୍କୁ ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଇସ୍ତଫା ଦେଲେ ଜିଲ୍ଲା BJP ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ…

EPFO ଜାରି କଲା ନୂଆ ନିୟମ: ଏଣିକି ରିଟାୟାରମେଣ୍ଟ ଦିନ କର୍ମଚାରୀଙ୍କୁ ଦିଆଯିବ PPO

ନୂଆଦିଲ୍ଲୀ: ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବର ପଦକ୍ଷେପ ସ୍ୱରୂପ ଅବସର…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20: ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ OCA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚକୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଜୁନ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ…