ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଦୁଃଖ ଖବର: ଆସନ୍ତା ଏପ୍ରିଲ ମାସରୁ ବଢ଼ିବ Bike Insurance Premium

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏକ ନିରାଶାଜନକ ଖବର । ଆସନ୍ତା ଏପ୍ରିଲ ମାସରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି ବୀମା । କୋଭିଡ କାରଣରୁ ଗତ ଦୁଇବର୍ଷ ହେଲା ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ ସଂଶୋଧନ…

ରାଜ୍ୟର ସରକାରୀ ମେଡିକାଲ କଲେଜରେ ବୃଦ୍ଧିହେବ ଫିସ୍, ଆଗକୁ ପ୍ରାଇଭେଟରେ ମଧ୍ୟ ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ମହଙ୍ଗା ହେବ ସରକାରୀ କଲେଜରେ ମେଡିକାଲ ପାଠପଢ଼ା । ରାଜ୍ୟର ଛାତ୍ରଛାତ୍ରଙ୍କୁ ଏବେ ଦେବାକୁ ପଡ଼ିବ ଅଧିକ ଫିସ୍ । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଫିସ୍ ୪୯ ପ୍ରତିଶତ…

ସୋନାକ୍ଷୀଙ୍କ ବଢ଼ିଲା ମୁସ୍କିଲ: ଠକେଇ ମାମଲାରେ ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ବଲିଉଡର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମସ୍ୟା ବଢ଼ିଯାଇଛି । ଏକ ଠକେଇ ମାମଲାରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଛି । ଏଥିପାଇଁ ତାଙ୍କୁ ଆସନ୍ତା ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ସମନ…

ଓଡ଼ିଶାର ଅଙ୍ଗନୱାଡ଼ି ଓ ପ୍ରାଥମିକ ସ୍କୁଲରେ ଆରମ୍ଭ ହେଲା Aadhaar ସଂଯୋଗୀକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଅଙ୍ଗନୱାଡ଼ି ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଆଧାର ସଂଯୋଗ କରାଯିବ । ରାଜ୍ୟର ସବୁ ବର୍ଗର ହିତାଧିକାରୀଙ୍କୁ ଆଧାର ସଂଯୋଗ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଅନେକ…

ଯୁଦ୍ଧରେ ଜେଲେନସ୍କିଙ୍କୁ ହତ୍ୟା କରାଯିବ ନା ପୁଟିନଙ୍କ କ୍ଷମତା ଲୋପ ପାଇବ: ଆଗକୁ ବିଶ୍ୱ ଦେଖିବ ଏହି ୭ଟି ପରିସ୍ଥିତି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିବା ବେଳେ ଏହାର ଭବିଷ୍ୟତ ଖୁବ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଯୁଦ୍ଧର ୭ଟି…

ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: FMGL ରେଗୁଲେସନ ଆକ୍ଟରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ହଜାର ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ । ଇତିମଧ୍ୟରେ ଭାରତ ସରକାର…

ଜାଡେଜାଙ୍କ ଦମଦାର ଶତକ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ସହ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି ।…

ପୌର ନିର୍ବାଚନରେ ସାମ୍ନାସାମ୍ନି ହେବେ ଅପରାଜିତା-ଅନନ୍ତ: ସମ୍ମାନ ବଞ୍ଚାଇବାକୁ BJD-BJPର ଜୋରଦାର ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ଭୋଟ ସରିବା ପରେ ବର୍ତ୍ତମାନ ବାଜିସାରିଛି ପୌର ନିର୍ବାଚନର ବିଗୁଲ୍ । ସମସ୍ତଙ୍କର ନଜର ରହିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦ ଉପରେ । ଇତିମଧ୍ୟରେ…

ବିଶ୍ୱରେ ବଢ଼ୁଛି ଭାରତର ଦବଦବା, ଭାରତର ତାକତକୁ ମହାଶକ୍ତିମାନେ କରୁଛନ୍ତି ସଲାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରୁଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ବିଦେଶରେ ଫସିଛନ୍ତି ହଜାର ହଜାର ଭାରତୀୟ । ଏପରି ସ୍ଥିତିରେ ଭାରତ ନିଜର ନାଗରିକଙ୍କୁ ସୁରକ୍ଷା ପାଇଁ ଅପରେସନ…

ଆଜି ରାଜ୍ୟରୁ ୭ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…