ନବରଙ୍ଗପୁରରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏହି ପ୍ରକ୍ରିୟା ୩ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ ପାଇଁ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ କାହାର କେତେ କ୍ଷତି ହୋଇଛି, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୭୨ ଘଣ୍ଟା ହୋଇଗଲାଣି । ଏହି ଭୟଙ୍କର ଯୁଦ୍ଧକୁ ସମଗ୍ର ବିଶ୍ୱବାସୀ କଡ଼ା ନିନ୍ଦା କରିଥିବା ବେଳେ ଦୁଇ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଏପରି…

ଆଜି ରାଜ୍ୟରୁ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ଦେଖନ୍ତୁ ଭୟଙ୍କର Video: ରୁଷର ଟ୍ୟାଙ୍କ ଏକ କାରକୁ ସମ୍ପୂର୍ଣ୍ଣ ଭାବେ ଚାପି ଦେଲା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଭିଡିଓ । ରୁଷ ସେନା ୟୁକ୍ରେନର ଏକାଧିକ ଅଞ୍ଚଳ ଉପରେ ହମଲା କରିଥିବା ବେଳେ ଶହ ଶହ ସୈନିକଙ୍କୁ ନିପାତ…

JEE Advance ପାଇଁ ୭୫ ପ୍ରତିଶତ ମାର୍କ ବ୍ୟବସ୍ଥା ହଟିଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଘୋଷଣା ଆସିଛି । ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ…

Banking ପରୀକ୍ଷାର୍ଥୀଙ୍କ ପାଇଁ IIT Madras ଲଞ୍ଚ କଲା ଅନଲାଇନ କୋର୍ସ Premier Banker

ନୂଆଦିଲ୍ଲୀ: ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସ ପକ୍ଷରୁ ଅନଲାଇନରେ ପ୍ରିମିୟର ବ୍ୟାଙ୍କର…

ଆମ ଦେଶରେ ଅନେକ ଭଲ ମେଡିକାଲ କଲେଜ ରହିଛି, ତଥାପି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ୟୁକ୍ରେନ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ରହିଛି । ତେବେ ଏଭଳି ସ୍ଥିତିରେ ଭାରତର ୨୦ ହଜାରରୁ ଅଧିକ ନାଗରିକ ୟୁକ୍ରେନରେ ଫସି ରହିଥିବା ବେଳେ…

ସର୍ବଦା ରହିବେ ଖୁସି, ମାନସିକ ସ୍ତରରେ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ

ଆମ୍ଭେମାନେ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ମାନସିକ ସ୍ତରରେ ସୁସ୍ଥ ଓ ଶକ୍ତିଶାଳୀ ରୁହେ, ତେବେ ସମସ୍ତ ପ୍ରକାର…

ରାଜ୍ୟରେ ନିମ୍ନମୁଖୀ କୋଭିଡ୍ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୨୯୩ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ପୁଣି ଖୋଲିବ ନକଲି ଡାକ୍ତରଙ୍କ ଅନେକ ଗୁମର, କୋଲକାତାରୁ ଭୁବନେଶ୍ୱର ଆସିବେ ୧୭ ନମ୍ବର ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୋଟିକ ପରେ ଗୋଟିଏ କଳାକାରନାମାର ପେଡ଼ି ଖୋଲିବାରେ ଲାଗିଛି । ଠକାମିର ଶିକାର ହୋଇଥିବା ପତ୍ନୀମାନେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ତେବେ…