(Video): ଆଖି ବନ୍ଦ କରି ଖଣ୍ଡାର ଧାର ଭଳି ଷ୍ଟାର ବୋଲରକୁ ଏ ବ୍ୟାଟର ମାରିଲେ ଭୟଙ୍କର ଛକା, ଦେଖନ୍ତୁ…
ଓଡିଶା ଭାସ୍କର: ରସିଦ ଖାନ ବିଶ୍ୱ କ୍ରିକେଟର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଲେଗ୍-ସ୍ପିନର, ଯିଏ ତାଙ୍କର ଗୁଣାତ୍ମକ ଗୁଗଲି ଏବଂ କେତେକ ସମୟରେ ଗତି ପରିବର୍ତ୍ତନ ସହିତ ବ୍ୟାଟରଙ୍କୁ ଚକମା ଦେବାରେ…