ମୁସଲିମ ବୃଦ୍ଧଙ୍କୁ ମାଡ ମାରିବା ଘଟଣାରେ ରାହୁଲଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଜବାବ- ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍

ଲକ୍ଷ୍ନୌ ୧୫।୦୬: ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାରମିଟ ସହ ବଳପୂର୍ବକ ଧାର୍ମିକ ନାରା ଲଗାଇବା ଅଭିଯୋଗ ପରେ ରାଜନୀତି ଜୋର ଧରିଛି। ଶାସକ ବିଜେପି ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ…

ଭାରତ ବନାମ ନ୍ୟୁଜିଲାଣ୍ଡ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ପାଇଁ ମଙ୍ଗଳବାର ୧୫ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଦ୍ଵାରା ଘୋଷିତ ଏହି ଦଳରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସ୍ଥାନ ମିଳିନି। ଏହା…

ସୁପ୍ରିମକୋର୍ଟଙ୍କ ଆଦେଶରେ ନରମିଲେ ମମତା, କହିଲେ- ରାଜ୍ୟରେ ଲାଗୁ କରିବୁ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା

କୋଲକାତା : ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟରେ ଶେଷରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ସୋମବାର କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ 'ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ'…

ଚୀନ ବୈଜ୍ଞାନିକ ବାଦୁଡିଙ୍କଠୁ ଠାବ କଲେ ୨୪ ନୂତନ ପ୍ରକାରର କରୋନା ଭାଇରସ୍, କୋଭିଡ୍-୧୯ ପରି ରହିଛି ମାରାତ୍ମକ

ଓ୍ଵାଶିଂଟନ : କରୋନା ଭାଇରସ୍ର ପ୍ରକୋପ ସଂପୂର୍ଣ୍ଣ ଭାବେ କେବେ ଥମିବ କହି ହେଉ ନାହିଁ। ପ୍ରଥମ ପରେ ଦ୍ଵିତୀୟ ଲହର ଏବଂ ଏହା ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହା ମଧ୍ୟରେ କରୋନା ଭାଇରସ୍…

ପୁଣି ଥରେ ବିଜେପିକୁ ଲାଗିବ ଝଟକା, ମୁକୁଲଙ୍କ ପରେ ଟିଏମସିକୁ ଫେରିବେ ରାଜୀବ ବାନାର୍ଜୀ

କୋଲକାତା: ନିର୍ବାଚନ ସରିଥିଲେ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ଭରି ରହିଛି। ରାଜ୍ୟରେ ଏବେ ନେତାଙ୍କ ଘର ବାହୁଡା ପର୍ବ ଆରମ୍ଭ ହୋଇ ଯାଇଛି। ଯେଉଁ ନେତା ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ…

ପଡିଆରେ ଗୁଣ୍ଡାଗର୍ଦି ପଡିଲା ମହଙ୍ଗା, ଚାରୋଟି ମ୍ୟାଚରୁ ବାସନ୍ଦ ହେଲେ ସାକିବ ଅଲ ହାସନ

ଢାକା ୧୨।୦୬: ଢାକା ପ୍ରିମିୟର ଲିଗ୍ର ମ୍ୟାଚ୍ ବେଳେ ପଡିଆରେ ଅଶୋଭନୀୟ ଆଚରଣ କରିବା ସହ ଗୁଣ୍ଡାଗିରି କରିଥିବା ବାଂଲାଦେଶ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି। ଟୁର୍ଣ୍ଣାମେଣ୍ଟରୁ…

ଗୁଣ୍ଡାଗିରି ପରେ ମାଗିଲେ କ୍ଷମା: ଷ୍ଟମ୍ପ ଉପାଡି ଫିଙ୍ଗିବା ସହ ଅମ୍ପାୟରଙ୍କୁ ଗାଳି ଦେଲେ ସାକିବ ଅଲ ହାସନ

ନୂଆଦିଲ୍ଲୀ : କ୍ରିକେଟ୍ ପରି ଭଦ୍ର ଲୋକଙ୍କ ଖେଳରେ ଖେଳାଳିଙ୍କ ଅଭଦ୍ର ଆଚରଣ। ପଡିଆରେ ଅଭଦ୍ରାମୀର ସମସ୍ତ ସୀମା ଲଙ୍ଘିଲେ। ଏଭଳି ଆଶାଳୀନ ଆଚରଣ କରିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଅଲ ହାସନ। ତେବେ ସେ…

ମୋଦୀ-ଉଦ୍ଧବ ବୈଠକ ପରେ ପାଓ୍ଵାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ମହାରାଷ୍ଟ୍ର ରାଜନୀତିରେ ଚାଲିଛି କଣ ?

ମୁମ୍ବାଇ : ବିଗତ ଦିନରେ ଦେଶ ରାଜନୀତିର ପରିଦୃଶ୍ୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳୁଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଗଲା କିନ୍ତୁ ନେତାଙ୍କ ଦଳ ଅଦଳ ବଦଳ ପର୍ବ ଏବେ ମଧ୍ୟ ଜାରି ରହିଛି। ମୁକୁଲ ରୟ…

ରାଶିଫଳ (ଶୁକ୍ରବାର ,୧୧ ଜୁନ ,୨୦୨୧)

ମେଷ - ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ବୃଷ - ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ…

ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ…

ନୂଆଦିଲ୍ଲୀ : କର ପୈଠରେ କରଦାତାଙ୍କୁ ଆହୁରି ଉନ୍ନତମାନର ସୁବିଧା ଦେବା ପାଇଁ ଆୟକର ବିଭାଗର ନୂତନ ଇନକମ ଟ୍ୟାକ୍ସ ଇ-ଫାଇଲିଂ ପୋର୍ଟାଲ ସୋମବାର ରାତିରେ ଲଞ୍ଚ ହୋଇଥିଲା। ଏହା ପୂର୍ବ ପୋର୍ଟାଲ ଅପେକ୍ଷା ଟ୍ୟାକ୍ସ…