ଆଃ ! ଏ କଣ ହେଇଗଲା, ପାଣି ଢାଳିବାକୁ ଆସିଥିଲେ ଶ୍ରଦ୍ଧାଳୁ କିନ୍ତୁ କ୍ଷଣିକରେ ଉଡ଼ିଗଲା ୨୦ଜଣଙ୍କର ପ୍ରାଣବାୟୁ
ନୂଆଦିଲ୍ଲୀ: ଶାହାଜାହାନପୁରରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର-ଟ୍ରଲି ବ୍ରିଜର ରେଲିଂ ଭାଙ୍ଗି ତଳେ ପଡ଼ିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମହିଳା…