ଆରମ୍ଭ କରନ୍ତୁ ନୂଆ ବ୍ୟବସାୟ: ମୋଦୀ ସରକାର ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ଲୋନ୍, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେନ୍ଦ୍ର ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କା…

ଭାରତୀୟ ଯବାନଙ୍କ ବୀରତ୍ୱ: କାନ୍ଧରେ ବୋହି ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ…

ପଞ୍ଚାୟତ ନିର୍ବାଚନ ପାଇଁ ପାଦ ଆଗକୁ ବଢାଇଲେ ସରକାର: ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛନ୍ତି ସରକାର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାହାରିଛି ଗେଜେଟ ବିଜ୍ଞପ୍ତି । ଆସନ୍ତା ସୋମବାର ସର୍ବଦଳୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସର୍ବଦଳୀୟ…

ବିନା ଭିସାରେ ଯାତ୍ରା କରନ୍ତି ୧୦୦ରୁ ଅଧିକ ଦେଶ: ଜାଣନ୍ତୁ କିଏ ଏହି ବ୍ୟକ୍ତି(Video)

ନୂଆଦିଲ୍ଲୀ:ଆମେ ସମସ୍ତେ ଜାଣନ୍ତି କି ପାସପୋର୍ଟ ଏବଂ ଭିସା ବିନା କୌଣସି ବି ଦେଶକୁ ଯିବା ଆଇନତଃ ଅପରାଧ । ନିଜ ଦେଶ ବିନା ଅନ୍ୟ ଯେଉଁ ଦେଶକୁ ଗଲେ ବି ସେଠି ପ୍ରଥମେ ଏୟାରପୋର୍ଟରେ ହିଁ ଏସବୁ ଚେକ୍ ହୋଇପାରେ । ଏମିତି…

ଏହି ବର୍ଷ ଜାପାନ ଅର୍ଥନୀତିକୁ ଟପିଯିବ ଭାରତ: ଜାଣନ୍ତୁ କେତେ ରହିବ ଭାରତର ଆୟ

ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ୱିତୀୟ ବୃହତ୍ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ । ଲଣ୍ଡନଭିତ୍ତିକ ଆଇଏଚଏସ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବଢିଲା ଅଙ୍ଗନବାଡି କର୍ମୀଙ୍କ ପେନସନ୍ ଓ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡୀ…

ଲିଙ୍ଗଗତ ତାରତମ୍ୟକୁ ଅତିକ୍ରମ କରି ପାଲଟିଲେ ରାଜ୍ୟର ପ୍ରଥମ ମହିଳା ସାପ ଧରାଳି: ହାପି ବର୍ଥଡେ ସିଲକା ସଲୋନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଓଡିଶାର ପ୍ରଥମ ମହିଳା ସାପଧରାଳି ସିଲକା ସେଲୋନୀଙ୍କ ଜନ୍ମଦିନ । ତାଙ୍କ ନାଁ’ ଯେମିତି ନିଆରା, ତାଙ୍କ କାମ ମଧ୍ୟ ସେମିତି ନିଆରା । ଅନୁଗୁଳ ଜିଲ୍ଲାର ଝିଅ ସିଲକା ପ୍ରକୃତିକୁ…

ଜ୍ୟାକଲିନ-ସୁକେଶଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ: ବେକରେ ରହିଛି Love Bite

ମୁମ୍ବାଇ: ୨୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି । ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ…

୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ: ୧୦ ଫେବୃୟାରୀରୁ ୟୁପିରେ ମହାସମର, ପୋଲିଂ ସମୟ ବଢିଲା ୧ ଘଣ୍ଟା

ନୂଆଦିଲ୍ଳୀ: ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରେସ ମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସମୁଦାୟ ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ…

ମହିଳା ଓ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ଜାଣନ୍ତୁ କଣ କହିଲେ ନିର୍ବାଚନ କମିଶନର

ନୂଆଦିଲ୍ଳୀ: ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସମଭା ନିର୍ବାଚନ ପୂର୍ବରୁ ମହିଳା ଓ ବୃଦ୍ଧଙ୍କ ପାଇଁ ବଡ ଘୋଷଣା କରାଯାଇଛି । ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଥିବା…