କାହିଁକି ଲୁଣିଆ ଲାଗେ ସମୁଦ୍ରର ପାଣି, କାହାର ଅଭିଶାପ ପାଇବା ପରେ ନିଜର ମଧୁରତା ହରେଇଥିଲା ସମୁଦ୍ର ! ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ୫ ଏପ୍ରିଲ୍ କୁ ଭାରତରେ ଜାତୀୟ ସାମୁଦ୍ରିକ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଣିଜ୍ୟ ଏବଂ ବିଶ୍ୱ ଅର୍ଥନୀତିରେ ସମୁଦ୍ରର ଗୁରୁତ୍ୱକୁ ପ୍ରତିପାଦିତ କରିବା…

ବ୍ରେକଅପ୍ ହେଲେ ଆଉ ଦୁଃଖ ନୁହେଁ ,ଏଣିକି କ୍ୟାଫେ ରୁ ମିଳିବ ମାଗଣା ଆଉ ..

ମୁରାଦାବାଦ: ପ୍ରେମ ଅଛି ତ ପ୍ରତାରଣା ମଧ୍ୟ ରହିଛି। ଆଉ ପ୍ରତାରଣା ଜଣେ ବ୍ୟକ୍ତିଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥାଏ । କିନ୍ତୁ କିଛି ଲୋକ ଏହାକୁ ନିଜର ଶକ୍ତି କରିବାକୁ ସାହସ କରନ୍ତି। ଏହିପରି ଜଣେ ମୁରାଦାବାଦ…

ନ୍ୟାୟପାଳିକାଙ୍କ ଉପରେ ଚାପ ପକାଇବା ପାଇଁ ପରିବାର ସହିତ ସୁରଟ ଆସୁଛନ୍ତି ରାହୁଲ:ସମ୍ବିତ ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୋଦୀ ସରନେମ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଉପର କୋର୍ଟ ରେ ଆବେଦନ କରିବା ପାଇଁ ଯାଉଛନ୍ତି। ଯେଉଁଠାରେ ରାହୁଲ ଗାନ୍ଧୀ ସେସନ କୋର୍ଟରେ ଦୋଷୀ…

ଗର୍ଭାବସ୍ଥାରେ ମଧ୍ୟ ଆପଣ ଚିକେନ୍ ଖାଉଛନ୍ତି କି? ପ୍ରଥମେ ଜାଣନ୍ତୁ ଆପଣଙ୍କର ଏହି ନିଷ୍ପତ୍ତି କେତେ ଠିକ ଆଉ କେତେ ଭୁଲ୍

ନୂଆଦିଲ୍ଲୀ: ଗର୍ଭଧାରଣ ଏକ ଅତି ସୁନ୍ଦର ଅନୁଭବ, ଯେଉଁ ମହିଳାମାନେ ଏହାକୁ ଅନୁଭବ କରନ୍ତି ସେମାନଙ୍କୁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ପଡିବ । ସେମାନଙ୍କୁ କେବଳ ସେମାନଙ୍କର ସ୍ୱାସ୍ଥ୍ୟ ନୁହେଁ, ସେମାନଙ୍କର…

Modi Degree Case:ଏମିତି କେଉଁ କଲେଜ ଅଛି ଯିଏ ନିଜ ଛାତ୍ରକୁ ପ୍ରଧାନମନ୍ତ୍ରୀ ହେବାର ନେଇ ଗର୍ବ କରୁନାହଁ ;ଉଦ୍ଧବ ଠାକରେ

ମୁମ୍ବାଇ: ମୋଦୀଙ୍କ ଡିଗ୍ରୀକୁ ନେଇ ରାଜନୀତି ଏବେ ସରଗରମ ରହିଛି । ବିରୋଧୀ ମାନେ ପ୍ରତିଟି କଥାରେ ମୋଦୀଙ୍କୁ ଟାଗ୍ରେଟ କରୁଛନ୍ତି । ତେବେ ନିକଟରେ ଶିବ ସେନାର ପ୍ରମୁଖ ଉଦ୍ଧବ ଠାକରେଙ୍କୁ ମଧ୍ୟ ଡିଗ୍ରୀ କଥାକୁ ନେଇ…

ବ୍ରେଷ୍ଟ ମିଲ୍କର ରଙ୍ଗରୁ ଜାଣିହେବ ତୁମକୁ କ୍ୟାନ୍ସର ଅଛି କି ନାହିଁ! ଯଦି ଏହି ଲକ୍ଷଣ ଶରୀରରେ ଦେଖାଯାଏ, ତେବେ ତୁରନ୍ତ ହୁଅନ୍ତୁ ସତର୍କ

ନୂଆଦିଲ୍ଲୀ:ବ୍ରେଷ୍ଟ ମିଲକ ରଙ୍ଗରୁ ଆପଣଙ୍କୁ କର୍କଟ ଭଳି ବିପଜ୍ଜନକ ରୋଗର ସଙ୍କେତ ମିଳିପାରିବ କି? ବାସ୍ତବରେ, ନିକଟରେ ଘଟିଥିବା ଏକ ଘଟଣା ଏହି ପ୍ରଶ୍ନ ସୃଷ୍ଟି କରିଛି। ଗର୍ଭାବସ୍ଥାର ୩୨ ତମ ସପ୍ତାହରେ, ବୃତ୍ତି…

ହ୍ୱାଟ୍ସଆପ ଭିତରେ ଥିବା ପ୍ରତ୍ୟେକ ଚାଟ୍ କୁ କରିପାରିବେ ଲକ୍; ବିନା ଫିଙ୍ଗର ପ୍ରିଣ୍ଟରେ କେହି ପଢି ପାରିବେ ନାହିଁ ଆପଣଙ୍କ ମେସେଜ

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ ଏହାର ଉପଭୋକ୍ତାମାନଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ନୂତନ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି । ବର୍ତ୍ତମାନ ଉପଭୋକ୍ତ ମାନଙ୍କ ତାଲିକାରେ ଏକ ଅତ୍ୟନ୍ତ ଉପଯୋଗୀ ବୈଶିଷ୍ଟ୍ୟ ଯୋଡା ଯାଇଛି।…

ଭୟାବହ ଅଗ୍ନିକାଣ୍ଡ:ଡେଲି ମାର୍କେଟରେ ୫୦ରୁ ଅଧିକ ଦୋକାନରେ ଲାଗିଲା ନିଆଁ, କାନ୍ଦି କାନ୍ଦି ଗଡୁଛନ୍ତି ଦୋକାନୀ

ଭୁବନେଶ୍ୱର: ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଆସି ପହଞ୍ଚିଛି । ଅଗ୍ନିକାଣ୍ଡରେ ୫୦ଟି ଦୋକନରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା…

ମୋ ପାଇଁ ପଞ୍ଜାଵ ବଡ଼, ଏହାକୁ ବଞ୍ଚେଇବା ପାଇଁ ମୁଁ ମୋ ଜୀବନ ଲଗେଇଦେବି : ନବଜୋତ ସିଂ ସିଦ୍ଧୁ

ପଟିଆଲା:ପଞ୍ଜାବର ପଟିଆଲା ଜେଲରୁ ସଡ଼କ ରାଗ ମାମଲାରେ ନବଜୋତ ସିଂ ସିଦ୍ଧୁ ୧୦ ମାସର ଦଣ୍ଡ ଶେଷ କରିବା ପରେ ଶନିବାର ବାହାରକୁ ଆସିଛନ୍ତି । ଜେଲରୁ ବାହାରିବା ମାତ୍ରେ ସିଦ୍ଧୁ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ବଦଳିଲା ସ୍କୁଲ ସମୟ,ଏପ୍ରିଲରୁ ସମସ୍ତ ସ୍କୁଲ ସକାଳୁଆ ହେବ

ଭୁବନେଶ୍ୱର: ଏପ୍ରିଲ ୧୧ ରୁ ସକାଳୁଆ ସ୍କୁଲ । ଉଭୟ ସରକାରୀ ଏବଂ ବେସକାରୀ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସକାଳ ୭ ଟାରୁ ୧୧.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ । ଏନେଇ ଲୋକ ସମ୍ପର୍କ ବିଭାଗ ତରଫରୁ…