fbpx

କୋଇଲା ଚୋରା ଚାଲାଣ ମାମଲା: ତ୍ରିଶକ୍ତି ସିପିଙ୍ଗର ପରିଚାଳକ ଗିରଫ

ପାରାଦୀପ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ପାରାଦୀପ କୋଇଲା ଚୋରା ଚାଲାଣ ମାମଲାରେ ପାରାଦୀପ ପୋଲିସ୍‌ ତ୍ରିଶକ୍ତି ସିପିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ଥାନୀୟ ପରିଚାଳକ ତଥା ନିକଟସ୍ଥ କୁଜଙ୍ଗ ଥାନା ଅନ୍ତର୍ଗତ…

ଭାରତ ବିପକ୍ଷ ସିରିଜ୍‌ ନୂଆ ଦିଗ୍‌ଦର୍ଶନ ଦେବ: ଲୁଙ୍ଗି ଏନଗିଦି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅନ୍ୟତମ ଫାଷ୍ଟ ବୋଲର ଲୁଙ୍ଗି ଏନଗିଦି କହିଛନ୍ତି ଯେ ଭାରତ ବିପକ୍ଷ ଆଗାମୀ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସଫଳତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା…

ସୁପରସୋନିକ୍‌ ମିସାଇଲ୍‌ ଟରପିଡୋର ସଫଳ ପରୀକ୍ଷଣ, ଭାରତୀୟ ନୌସେନାକୁ ମିଳିଲା ଆଉ ଏକ ମହାଶକ୍ତି

ମୁମ୍ବାଇ: ଭାରତ ଦୀର୍ଘ ଦୂରଗାମୀ ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ର ଓଡିଶାର ବାଲେଶ୍ୱର ଉପକୂଳ ଉତକ୍ଷେପଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି । ଏନେଇ ସୂଚନା…

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଆଲିଆ- ରଣବୀର, ଡିସେମ୍ବର ୧୫ରେ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଚର୍ଚ୍ଚିତ କପଲ୍‌ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଦୁହିଁଙ୍କୁ ଏଥର ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ । ଦୁହିଁଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର…

ସାହେବ କେନାଲ ନିକଟରୁ ଲୁଟ ଘଟଣା: ୩ ଲକ୍ଷ ୭୦ ହଜାର ଜବତ, ୩ ଗିରଫ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାହେବ କେନାଲ ନିକଟରୁ ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ…

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ: ଆସନ୍ତା ୧୫ରୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା…

ଭାଇ-ଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ: ଭିନ୍ନକ୍ଷମ ଭଉଣୀକୁ ଦୁଷ୍କର୍ମ ମାମଲାରେ ବଡ଼ଭାଇକୁ ବାନ୍ଧିଲା ପୁଲିସ

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ପୋଲିସ ଉପଖଣ୍ଡ ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଭାଇଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ ଲାଗିଛି । ପାନ ବରଜରେ କାମ କରିବାକୁ ଭିନ୍ନକ୍ଷମ ଭଉଣୀକୁ ଡ଼ାକି ବଡ଼ଭାଇ…

ନୋଟରେ କାହିଁକି ନାହିଁ ନେତାଜୀଙ୍କ ଫଟୋ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ ନୋଟରେ ଗାନ୍ଧିଜୀଙ୍କ ଫଟୋ ରହିଥାଏ । ତେବେ ଏହି ନୋଟରେ ସୁଭାଷ ବୋଷଙ୍କ ଫଟୋ କାହିଁକି ରହି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋଲକତା ହାଇକୋର୍ଟ । ଦେଶରେ ପ୍ରଚଳିତ ନୋଟରେ କେବଳ ଗାନ୍ଧୀଙ୍କ…

Picnic ହେଲାନି ବୋଲି ତାତିଲେ ଛାତ୍ରଛାତ୍ରୀ: କଲେଜ ଗେଟରେ ତାଲା ପକାଇଦେଲେ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଲେଜ ପକ୍ଷରୁ ପିକନିକ୍ ଅନୁଷ୍ଠିତ ନହେବା କାରଣରୁ କଲେଜ ମୁଖ୍ୟ ଫାଟକରେ ତାଲା । ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ଗୋପ କଲେଜରେ । ପିକନିକ୍ ଯିବାକୁ ନେଇ କଲେଜରେ ତାଲା…

ପାଚିଲା ଦାଢି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତ ବହୁଳ ଜୀବନ ଭିତରେ ବ୍ୟକ୍ତି ଏତେ ବୁଡ଼ି ରହୁଛି ଯେ ନିଜର ଯତ୍ନ ନେବାକୁ ବି ସେ ସମୟ ପାଉନି। ମାତ୍ର ସେମାନେ ଭୁଲିଯାଉଛନ୍ତି ଯେ, ଏହିଭଳି ଜୀବନଶୈଳୀ ତଥା ଖାଇବା ପିଇବା ଅନିୟମିତତା ଯୋଗୁଁ ବୟସ କମ୍ ହୋଇଥିଲେ ବି…