ଭାରତୀୟ ସେନାରେ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି । ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ ଏହି…

ଜୁନିୟର ହକି ବିଶ୍ୱକପ୍‌ କ୍ୱାର୍ଟର୍‌ ଫାଇନାଲ୍‌ ଲଢ଼େଇ: ଆସନ୍ତାକାଲି ପୂର୍ବ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍…

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଜୁନିୟର ହକି ବିଶ୍ୱକପର ଅସଲ ଲଢ଼େଇ ବୁଧବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । କାରଣ ପ୍ରତି ଗ୍ରୁର ଶ୍ରେଷ୍ଠ ୮ ଦଳ କ୍ୱାର୍ଟରଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ…

ପିଚ୍‌ କ୍ୟୁରେଟରଙ୍କୁ ୩୫ ହଜାର ଟଙ୍କା ପୁରସ୍କାର ଦେଲେ ଦ୍ରାବିଡ

କାନପୁର: ଏଠାରେ ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇ ଥିଲେ ହେଁ ସ୍ଥାନୀୟ ଗ୍ରିନ୍‌ ପାର୍କ ଷ୍ଟାଡିୟମ ପିଚ କ୍ୟୁରେଟର ଶିବ କୁମାରଙ୍କୁ ୩୫,୦୦୦ ଟଙ୍କାର ପୁରସ୍କାର…

ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍‌,…

ରାସ୍ତା କାମକୁ କେନ୍ଦ୍ରକରି ବୋମାମାଡ଼: ୪ଜଣ ମିସ୍ତ୍ରୀଙ୍କ ସମେତ ୫ ଗ୍ରାମବାସୀ ଆହତ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିୁର ଗ୍ରାମରେ ରାସ୍ତା କାମକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ବନମାଳିପୁର ଫାଣ୍ଡିରେ ପୃଥକ୍‌ ତିନୋଟି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।…

୧୨ ରାଜ୍ୟସଭା ସାଂସଦ ନିଲମ୍ବିତ, ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ଗୃହ ମନା

ନୂଆଦିଲ୍ଲୀ,: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ସୋମବାର ୧୨ ଜଣ ସାଂସଦଙ୍କୁ ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ ୨ଜଣ ଟିଏମ୍‌ସି, ୨…

କାନପୁର ଟେଷ୍ଟ ଡ୍ର ପରେ ଭାରତୀୟ କୋଚ୍ ଦ୍ରାବିଡ ନେଲେ ବଡ ନିଷ୍ପତ୍ତି, ସଭିଏଁ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ : କାନପୁରର ଗ୍ରୀନପାର୍କ ଷ୍ଟାଡିୟମକୁ ପ୍ରଶଂସା କଲେ ଭାରତୀୟ କ୍ରିକେଟ୍ ଦଳର ନବ ନିଯୁକ୍ତ କୋଚ୍ ରାହୁଲ ଦ୍ରାବିଡ। ଏପରିକି ପିଚ୍ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇ ସମ୍ମାନିତ…

Omicronର ପ୍ରଭାବ: ହ୍ରାସ ପାଇଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ଶେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ । ବିଶ୍ଳେଷକଙ୍କ କହିବାନୁସାରେ, ଯଦି…

ସ୍କୁଲ ମଧ୍ୟରେ ରାସଲୀଳା କରୁଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ: ବଦଳି ଦାବିରେ ତାଲା ପକାଇଲେ ଗ୍ରାମବାସୀ

ବେଗୁନିଆପଡା(ଓଡ଼ିଶା ଭାସ୍କର): କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ମାନଙ୍କ ଦ୍ୱାରା ଏକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି…