ବହୁ ଚର୍ଚ୍ଚିତ ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା: ଜଣେ ନାବାଳକ ସହ ୬ ଗିରଫ, ସିସିଟିଭି ଫୁଟେଜରୁ ମିଳିଥିଲା ସୁରାକ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ…

ଆସୁଛି ଲଘୁଚାପ, ୧୭ରେ ଅବପାତ ରୂପ ନେବାର ସମ୍ଭାବନା; ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର…

ଆଜିଠୁ ପବିତ୍ର ପଞ୍ଚକ ବତ୍ର: ପ୍ରଥମ ଦିନରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ନୀତି, ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି କୁହାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ…

ମାର୍ଶ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ: ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ଟାଇଟଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ ହରାଇ ୭ଟି ବଲ…

ଯଦି ୧୯୪୭ରେ ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ମିଳିଥାନ୍ତା ତେବେ ଭାରତ ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା: ଯୋଗୀ

ଲକ୍ଷ୍ନୌ : ଯଦି ୧୯୪୭ ସମିହାରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଥାଆନ୍ତା ତେବେ ଭାରତ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିଥାନ୍ତା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ…

ନିୟମିତ ଖାଆନ୍ତୁ ଏହି ପରିବା: ପାଖ ମାଡିବନି ଡାଇବେଟିସ୍

ନୂଆଦିଲ୍ଳୀ: ଫୁଲକୋବି କମ୍ କ୍ୟାଲୋରୀ ଯୁକ୍ତ ଏବଂ ଏଥିରେ ଭିଟାମିନ ଭରପୁର ମାତ୍ରାରେ ରହିଛି। ଶରୀରକୁ ଆବଶ୍ୟକ ଥିବା ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଏଥିରୁ ମିଳିଯାଏ। ଏକ କପ୍ ଫୁଲକୋବିରେ ୭୭ %ଭିଟାମିନ୍ ସି, ୨୦ %…

ଆମେରିକାକୁ ମିଳିପାରେ ୨୦୨୪ ଟି-୨୦ ବିଶ୍ଵ କପର ଆୟୋଜନ ଅଧିକାର, ପ୍ରସ୍ତୁତି ଚଳାଇଛି ଆଇସିସି

ନୂଆଦିଲ୍ଲୀ : ୨୦୨୮ରେ ହେବାକୁ ଥିବା ଲସ୍ ଏଞ୍ଜଲେସ୍ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ୍ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଲକ୍ଷ୍ୟ ରଖିଛି। ଏଥିପାଇଁ ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୪ର ଆୟୋଜନ…

ଅରୁଣାଙ୍କ ଶୁଦ୍ଧ ଶାକାହାରୀ CONDOM ‘ସାଲାଡ’: ପ୍ରାକୃତିକ ଲେଟେକ୍ସ ରବରରୁ ତିଆରି

ନୂଆଦିଲ୍ଳୀ: ଭାରତରେ ସେକ୍ସକୁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଭାବରେ ଗ୍ରହଣ କରାଯାଏ । ସଂସ୍କାର ନାମରେ ଅସୁରକ୍ଷିତ ସେକ୍ସ କରିବାକୁ ପଛାନ୍ତି ନାହିଁ ମାତ୍ର କଣ୍ଡୋମ ପରି ଶବ୍ଦ ଶୁଣିଲେ ଭୟଭୀତ ହୋଇ ପଡିଥାନ୍ତି । ଏଚଆଇଭିର…

ଫାଇନାଲରେ ଫର୍ମକୁ ଫେରିଲେ ୱିଲିୟମସନ୍: ଅଷ୍ଟ୍ରେଲିଆ ଆଗରେ ୧୭୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ଦୁବାଇରେ ଖେଳା ଯାଉଥିବା ବେଳେ ଚମକ୍ରାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି କେନ ୱିଲିୟମସନ୍ । ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରିନଥିବା ୱିଲିୟମସନ କିନ୍ତୁ ଦୁବାଇରେ…

ଶିକ୍ଷା ରୂପାନ୍ତରର ପ୍ରଥମ ସୋପାନ: ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି…