ପୁନିତ ରାଜକୁମାରଙ୍କ ଆଖିରେ ଦୁନିଆ ଦେଖିଲେ ୪ ବ୍ୟକ୍ତି; ପରିବାରର ତୃତୀୟ ବ୍ୟକ୍ତି ଭାବରେ କରିଥିଲେ ନେତ୍ରଦାନ
ନୂଆଦିଲ୍ଲୀ: ଦିବଙ୍ଗତ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ଅଭିନୟ ସହିତ ସମାଜସେବା ପାଇଁ ପ୍ରସିଦ୍ଧି ହାସଲକରିଥିବା ପୁନିତ ମୃତ୍ୟୁ ପରେ ନିଜର ଆଖି ଦାନ କରିଥିଲେ । ଅକ୍ଟୋବର…