ମର୍ଣ୍ଣିଂ ୱାକ୍ ସମୟରେ ଏହି ସବୁ ଭୁଲରୁ ବିରତ ରୁହନ୍ତୁ; ନଚେତ ଭୋଗିବେ ଗୁରୁତର ସମସ୍ୟା

ପ୍ରାୟତଃ ଲୋକମାନେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଫୋନ୍‌ର ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ। କିଛି ଲୋକ ମର୍ଣ୍ଣିଂ ୱାକ୍ କରିବା ବେଳେ ଗୀତ ଶୁଣନ୍ତି।…

ବଟଲରଙ୍କ ଶତକ; ପ୍ରଥମ ଦଳ ଭାବରେ ସେମିରେ ଇଂଲଣ୍ଡ

ନୂଆଦିଲ୍ଲୀ: ଓପ୍ନର ଜୋସ୍ ବଟଲରଙ୍କ ଶତକ ବଳରେ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ସହିତ ୪ଟି ମ୍ୟାଚରୁ ୪ଟି ବିଜୟ ହାସଲ କରି ଇଂଲଣ୍ଡ ପ୍ରଥମ ଦଳ ଭାବରେ ଟି-୨୦ ବିଶ୍ୱକପ ସେମିରେ ପ୍ରବେଶ କରିଛି…

NDRF ଯବାନଙ୍କ ମକ ଡ୍ରିଲ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏନ୍‌.ଡି.ଆର୍‌.ଏଫ୍‌. ଯବାନ ମାନଙ୍କ ଭୁମିକା ଏବଂ ମକ ଡ୍ରିଲ୍ ସମ୍ବନ୍ଧରେ ଏକ ବୈଠକ…

ମୋଦୀଙ୍କୁ ଚିଠି ଲେଖିଲେ ନବୀନ; ମନରେଗା ବକେୟା ପ୍ରଦାନ କର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବକେୟା ମନରେଗା ଅର୍ଥରାଶି ପ୍ରଦାନ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି ନବୀନ ।…

ପ୍ରକାଶ ପାଇଲା NEET-Ugପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ୩ ଜଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ଏନଟିଏର ଅଫିସିଆଲ ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ନିଟ୍ ୟୁଜିର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା…

ସ୍କ୍ୱିଡ୍ ଗେମ ପରେ କମାଲ କରୁଛି Squid କଏନ୍; ୩୦ ହଜାର ଗୁଣା ବଢିଲା ମୂଲ୍ୟ

ନୂଆଦିଲ୍ଲୀ: ନେଟଫ୍ଲିକ୍ସର ୱେବ ସିରିଜ ସ୍କ୍ୱିଡ୍ ଗେମକୁ ସମଗ୍ର ବିଶ୍ୱରେ ବେଶ ପସନ୍ଦ କରାଯାଇଥିଲା । ଏହି କୋରିଆନ ଡ୍ରାମା ସିରିଜକୁ ବିଶ୍ୱରେ ସବୁଠାରୁ ଅଧିକ ଦର୍ଶକ ଦେଖିଥିଲେ । ୱେବ ସିରିଜର ଦୁନିଆ ପରେ ବର୍ତ୍ତମାନ…

ଦୀପାବଳିରେ ଝିଅ ହେବେ ଲକ୍ଷପତି; ଜାଣନ୍ତୁ ସମ୍ପୂର୍ଣ୍ଣ ସ୍କିମ୍

ନୂଆଦିଲ୍ଳୀ: ଦୀପାବଳିରେ ନିଜ ଝିଅକୁ ବନାନ୍ତୁ ଲକ୍ଷପତି । ଏମିତି ଏକ ସରକାରୀ ସ୍କିମ ଆସିଛି ଯେଉଁଥିରେ ଆପଣ ମାତ୍ର ୧ଟଙ୍କାର ନିବେଶରେ ଲକ୍ଷପତି ହୋଇ ପାରିବେ । ଏହି ନିବେଶ ଜରିଆରେ ଆପଣ କମ ନିବେଶରେ ଲକ୍ଷପତି ହୋଇ…

ଆଶଙ୍କାରେ ଭାରତର ସେମି ଫାଇନାଲ ଆଶା; ଜାଣନ୍ତୁ କଣ ରହିଛି ସମୀକରଣ

ନୂଆଦିଲ୍ଳୀ: ଚଳିତ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛି । ଦଳ ନିଜର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହେବା ସହିତ ସେମିଫାଇନାଲ ଦୌଡରୁ ଆପାତତଃ ବାଦ ପଡିଛି ।…

ସାଲୁଜାଙ୍କ ଗାଁରେ ଥିଲି, ମମିତାଙ୍କୁ ଭେଟି ନାହିଁ: ଜବାବ ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୁଲାସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାଲୁଜାଙ୍କ ଦ୍ୱାରା କରାଯାଇଥିବା ଦାବି…

E-shram କାର୍ଡ ପାଇଁ ୧୦୦ ଟଙ୍କା ଲାଞ୍ଚ ଦେଇଛି: କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଖୁଲାସା; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ନିଜ ସଭା ମଝିରେ ଯୋଜନାର ଅପାରଗତାକୁ ନେଇ ହଟହଟା ହୋଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ଇ-ଶ୍ରମ କାର୍ଡ ପାଇଁ ସେ ଲାଞ୍ଚ ଦେଇଥିବା ନେଇ ଜଣେ ମହିଳା ମନ୍ତ୍ରୀଙ୍କ ମୁହଁରେ କହୁଥିବାର ଭିଡିଓ ଭାଇରାଲ ହୋଇଛି…