fbpx

ପ୍ରକାଶ ପାଇଲା NEET-Ugପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ୩ ଜଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ଏନଟିଏର ଅଫିସିଆଲ ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ନିଟ୍ ୟୁଜିର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଅଲ ଇଣ୍ଡିଆ ରାଙ୍କରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ।

ତେଲେଙ୍ଗାନାର ମୃଣାଲ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଏବଂ ମହାରାଷ୍ଟ୍ରର କାର୍ତ୍ତିକ ନାୟାର ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏନଟିଏର ୱେବସାଇଟ https://neet.nta.nic.in/ରେ ଆପଣ ନିଜର ପରୀକ୍ଷାଫଳ ଚେକ କରିପାରିବେ ।

Get real time updates directly on you device, subscribe now.