କଣ ବିବାହ କରିବା ସମସ୍ତଙ୍କ ପାଇଁ ଆବଶ୍ୟକ ? ଶ୍ରୀ ଶ୍ରୀ ରବି ଶଙ୍କର ଏହାକୁ ନେଇ କହିଲେ ଏପରି କିଛି, ଯାହା ଜାଣିଲେ ଆପଣ ମଧ୍ୟ ଭାବିବାକୁ ହେବେ…
ନୂଆଦିଲ୍ଲୀ: ବିବାହର ଚିନ୍ତାଧାରା ଅନେକ ପ୍ରଶ୍ନକୁ ଜନ୍ମ ଦେଇଥାଏ। ୯୦ ଦଶକର ଲୋକଙ୍କ ପାଇଁ ଏଗୁଡିକ ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ୍ ସମୟ। କିନ୍ତୁ ଏବେ ବିବାହ କୁ ନେଇ ଲୋକମାନଙ୍କ ଚିନ୍ତା ଧାରା ବଦଳିବାରେ ଲାଗିଲାଣି ।…