ତାଲିବାନୀ ବର୍ବରତା; ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ଜଣେ ଜୁନିୟର ଭଲିବଲ ଖେଳାଳିଙ୍କ ମୁଣ୍ଡକାଟ କରିଛନ୍ତି ତାଲିବାନୀ ଆତଙ୍କୀ । ବୁଧବାର ଏକ…

ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍; ଏମିତି ବୟାନ ରଖିଲେ ସମୀର ୱାଙ୍ଖେଡେ

ନୂଆଦିଲ୍ଲୀ: ବୁଧବାର ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଏନସିବି ଜୋନାଲ ଡିରେକ୍ଟରଙ୍କ ବୟାନ ହିଁ ଚର୍ଚ୍ଚା ସୃଷ୍ଟି କରିଛି । ଆର୍ଯ୍ୟନ…

ଭାରତ-ଅଷ୍ଟ୍ରେଲିଆ ୱାର୍ମଅପରେ ରୋହିତ ଅଧିନାୟକ; କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ବିଶ୍ରାମ ନେଇଛନ୍ତି ଅଧିନାୟକ ବିରାଟ କୋହଲି । ରୋହିତ ଶର୍ମର୍ା ଅଧିନାୟକ ରହିଥିବା ବେଳେ ଟସ୍ ଜିତି…

ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକଲେ ବି ଟି-୨୦ ବିଶ୍ୱ କପରେ ଭାରତୀୟ ଦଳକୁ କିଛି ଫରକ ପଡିବ ନାହିଁ: କପିଲ୍ ଦେବ

ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଭାରତ ନିଜର ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ବୁଧବାର ଭାରତ ନିଜର ଦ୍ୱିତୀୟ ଅଭ୍ୟାସ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ । ହେଲେ ଭାରତ ପାଇଁ ସବୁଠୁ ବଡ ଚିନ୍ତାର…

ଆପଣଙ୍କ ରିପୋର୍ଟକୁ ଆମେ ରାତି ୧ଟା ଯାଏଁ ଅପେକ୍ଷା କଲୁ, ଲକ୍ଷ୍ମୀପୁର ଖେରୀ ମାମଲାରେ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ବୁଧବାର ସୁପ୍ରିମକୋର୍ଟ ପୁଣି ଥରେ ଯୋଗୀ ସରକାରଙ୍କୁ ତାଗିଦ୍ କରିଛନ୍ତି । ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କ…

ଟି-୨୦ ବିଶ୍ୱ କପ୍ ପୂର୍ବରୁ ଫେରିଲେ ‘ମାରୋ ମୁଝେ ମାରୋ’ ଫ୍ୟାନ, ଶେୟାର କଲେ ମଜାଦାର ଭିଡିଓ

ନୂଆଦିଲ୍ଲୀ : ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଆଇସିସି ଦିନିକିଆ ବିଶ୍ୱ କପ୍ ୨୦୧୯ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ସରଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ଦଳ ନିରାଶଜନକ ପ୍ରଦର୍ଶନ…

ଏମ୍‌ସିସି ଆଜୀବନ ସଦସ୍ୟ ହେଲେ ଜଭାଗଲ ଶ୍ରୀନାଥ ଓ ହରଭଜନ ସିଂ

ଲଣ୍ଡନ: ଭାରତର ପୂର୍ବତନ କ୍ରିକେଟର ତଥା ପେସ୍‌ ବୋଲର ଜଭାଗଲ ଶ୍ରୀନାଥ ଓ ସ୍ପିନର ହରଭଜନ ସିଂ ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଳବ(ଏମସିସି)ର ଲାଇଫ ଟାଇମ୍ ସଦସ୍ୟ ହୋଇଛନ୍ତି । ଚଳିତ ବର୍ଷ ୧୮ ଜଣ ସଦସ୍ୟ ଭାବେ ମନୋନୀତ…

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ, ଚୂଡାନ୍ତ ବ୍ୟାଟିଂ ରଣନୀତି ପ୍ରସ୍ତୁତ କରିବ

ଦୁବାଇ:ଭାରତ ଆସନ୍ତା ୨୪ ତାରିଖ ଦିନ ପାକିସ୍ତାନ ବିପକ୍ଷରେ ଚଳିତ ଟି- ୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବା ପାଇଁ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ପରେ ପ୍ରସ୍ତୁତ କରିବ ଚୂଡାନ୍ତ ରଣନୀତି ।…

ଏସବିଆଇକୁ ବଡ଼ ଝଟକା: ଗାଇଡ୍‌ଲାଇନ୍‌ ନମାନିବାରୁ ୧କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଗାଇଡ୍‌ଲାଇନ୍‌ ନମାନିବାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ନିୟମ ଉଲଂଘନ କରିଥିବାରୁ ଆରବିଆଇ ଦେଶର ସର୍ବବୃହତ…

ଉତ୍ତରାଖଣ୍ଡରେ ଜଳପ୍ରଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ମୃତ, ଉଦ୍ଧାର କାର୍ଯ୍ୟରେ ୩ ସେନା ହେଲିକପ୍ଟରକୁ ନିୟୋଜିତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବର୍ଷା ଓ ବନ୍ୟା ବିତ୍ପାତ୍ । ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରବଳ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିରେ ରାଜ୍ୟରେ ୪୦ ଲୋକ ମୃତ୍ୟୁ ବରଣ କରିଥିବା…