Featured ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ; ଗିରଫ ହେଲେ କ୍ରିକେଟର ଯୁବରାଜ ସିଂ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ଅନୁସୂଚିତ ଜାତି ବିରୋଧରେ ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜଙ୍କୁ ହିସାର ପୋଲିସ ଗିରଫ କରିଛି । ହିସାରର ହାଂସି ସହରରେ ଯୁବରାଜଙ୍କ ନାମରେ ମାମଲା…
Featured ରାମାୟଣକୁ କଦର୍ଥ କଲେ Aiims ଛାତ୍ରଛାତ୍ରୀ; ସୋସିଆଲ ମିଡିଆରେ ହଙ୍ଗାମା ପରେ କ୍ଷମା ମାଗିଲେ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: ପୁଣି ଥରେ ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ର କିଛି ଛାତ୍ରଛାତ୍ରୀ ଏକ ନାଟକ ପରିବେଶଣ କରିବା ସମୟରେ…
Featured ପାମ୍ପୋରରେ ସେନାକୁ ବଡ ସଫଳତା; ଆତଙ୍କୀଙ୍କୁ ଘର ସହ ଉଡାଇଦେଲେ Abinash Kumar Dhal Oct 17, 2021 ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ସାଧାରଣ ଲୋକଙ୍କ ହତ୍ୟା ପରେ ଏହାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ଏକ ଘରକୁ ଉଡାଇ ଦେବାର ଭିଡିଓ ଶେୟାର କରାଯାଇଛି…
Featured ସୋନିଆଙ୍କ ନିକଟରେ ସିଦ୍ଧୁ ରଖିଲେ ୧୩ ଦାବି; ବଢିଲା ଚନ୍ନିଙ୍କ ଅଡୁଆ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବା ପରେ ପୁନର୍ବାର ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ନଭଜୋତ ସିଂ ସିଦ୍ଧୁ ବର୍ତ୍ତମାନ କଂଗ୍ରେସ ତଣ୍ଟିରେ…
Featured ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍; ଶ୍ରୀଲଙ୍କା ସମ୍ମୁଖରେ ନାମିବ୍ୟା ଚ୍ୟାଲେଞ୍ଜ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: ରବିବାର ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ମୁଖ୍ୟ ରାଉଣ୍ଡ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଚାମ୍ପିୟନ ଦଳ ଶ୍ରୀଲଙ୍କା ନିକଟରେ ରହିଛି ନାମିବ୍ୟା…
Featured Facebookକୁ ପଛରେ ପକାଇଲା Bitcoin; ବିଶ୍ୱର ୮ ମୂଲ୍ୟବାନ ସମ୍ପତ୍ତିରେ ସାମିଲ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: କ୍ରିପଟୋକରେନ୍ସି ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିଚୟ ହାସଲ କରୁଥିବା ବେଳେ ଆଉ ଏକ ଉପଲବ୍ଧି ହାସଲ କରିଛି ବିଟକଏନ୍ । ନିଜର ସର୍ବକାଳୀନ ଶ୍ରେଷ୍ଠ ମୂଲ୍ୟ ଆଡକୁ ଅଗ୍ରସର ହେଉଥିବା ଏହି କମ୍ପାନୀ ପୁଣି…
Featured ସିଡବ୍ଲ୍ୟୁସି ବୈଠକ କେବଳ ଲୋକ ଦେଖାଣିଆ, ସୋନିଆ ହିଁ ଦଳର ‘Boss’: ପୂର୍ବତନ ବୈଦେଶିକ ମନ୍ତ୍ରୀ Abinash Kumar Dhal Oct 17, 2021 ନୂଆଦିଲ୍ଲୀ : ଗତକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ। ସେ କହିଛନ୍ତି, ସିଡବ୍ଲ୍ୟୁସି ବୈଠକ…
Featured ମୁଖ୍ୟ କୋଚ୍ ଓ NCA ମୁଖ୍ୟ ପଦ ପାଇଁ BCCIର ବିଜ୍ଞପ୍ତି; ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ବସ୍ Abinash Kumar Dhal Oct 17, 2021 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ ପଦବୀ ତଥା ଏନସିଏ ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ଏନସିଏ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ…
Featured ଭାରତକୁ ଅଷ୍ଟମ SAFF କପ୍: ନେପାଳକୁ ୩-୦ରେ ହରାଇଲା Abinash Kumar Dhal Oct 16, 2021 ନୂଆଦିଲ୍ଲୀ: ଭାରତ ଜିତି ନେଇଛି ଅଷ୍ଟମ ସାଫ୍ କପ୍ । ନେପାଳକୁ ୩-୦ରେ ପରାସ୍ତ କରିବା ସହିତ ଭାରତ ଅଷ୍ଟମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିବାରେ ସଫଳ ହୋଇଛି । ମଲଡିଭସର ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା…
Featured DIET କରୁଥିଲେ ଏହି ସବୁ ଫଳଠାରୁ ଦୂରେଇ ରୁହନ୍ତୁ Abinash Kumar Dhal Oct 16, 2021 ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ…