ବିସିସିଆଇ ପାଇଁ ଘରୋଇ କ୍ରିକେଟ୍ ବିରାଟ ଚାଲେଞ୍ଜ: ୧୩ ଟୁର୍ଣ୍ଣାମେଣ୍ଟ୍ର ୧୦୫୪ ମ୍ୟାଚ୍ ଆୟୋଜନ କରିବ
ନୂଆଦିଲ୍ଲୀ: ଗତ ବର୍ଷ କରୋନା ପ୍ରଭାବ ଯୋଗୁ ବିସିସିଆଇ ଘରୋଇ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବା ଦିଗରେ ସଫଳ ହୋଇ ପାରି ନ ଥିଲା । ମାତ୍ର ଚଳିତ ବର୍ଷ ଦେଶରୁ କରୋନା ଆତଙ୍କ ସମ୍ପୂର୍ଣ୍ଣ ହଟି ନ ଥିଲେ ହେଁ ଏହାକୁ…