ଟିମ୍ ଇଣ୍ଡିଆର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍, ଖେଳାଳିଙ୍କ ଅଭ୍ୟାସ୍ ବାତିଲ, ସଙ୍କଟରେ ଅନ୍ତିମ ଟେଷ୍ଟ !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ଅନ୍ତିମ ଟେଷ୍ଟ ଏବେ ବିପଦରେ । ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଭାରତୀୟ ଦଳକୁ ନିଜର…

ସ୍ତ୍ରୀର ମାନସିକ ନିର୍ଯାତନାରେ ସ୍ୱାମୀର ଓଜନ ୨୧ କେଜି କମିଗଲା; କୋର୍ଟ ଶୁଣାଇଲେ ଏମିତି ରାୟ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଛାଡପତ୍ର ମାମଲାର ଶୁଣାଣି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହିସାରର ଏକ ପାରିବାରିକ କୋର୍ଟର ରାୟକୁ ବଜାୟ ରଖିବା ସହିତ କୋର୍ଟ ଏକ ଦମ୍ପତ୍ତିଙ୍କୁ ଛାଡପତ୍ର…

ଏହି ତାରିଖରେ ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ

ନୂଆଦିଲ୍ଲୀ: ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ…

କି ଠକ ଯୁଗ ପ୍ରଭୁ! ମାଲିକ ଜାଣିନି ହେଲେ ଜମି ବନ୍ଧା ରଖି ଉଠେଇଛନ୍ତି ୬୮ ଲକ୍ଷର ଋଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ମାଲିକଙ୍କୁ ଜଣା ନାହିଁ କିନ୍ତୁ ନାଁରେ ରହିଛି ୬୮ ଟଙ୍କାର ବ୍ୟାଙ୍କ ଲୋନ୍ । ଜମି ମାଲିକ ଦସ୍ତଖତ କରିନଥିବା ସତ୍ତେ୍ୱ ମଧ୍ୟ ତାଙ୍କ ନିକଟକୁ ଋଣ ନୋଟିସ ଆସିଥିଲା । ଏହା ପରେ ଜମି…

ହସ୍ପିଟାଲ ମଧ୍ୟରେ ପଶିଲା ବନ୍ୟାଜଳ; ୧୬ ରୋଗୀଙ୍କ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର…

କାର୍ଗୋ ସେବା ହେବ ସଶକ୍ତ; ୫୬ଟି C-୨୯୫ କିଣିବ ବାୟୁସେନା

ନୂଆଦିଲ୍ଲୀ: ଭାରତର ବାୟୁସେନାରେ ପରିବହନ ବିମାନକୁ ଅଧିକ ମଜବୁତ କରାଯିବ । ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ବାୟୁସେନା ପାଇଁ ଆଗାମୀ ଦିନରେ ୫୬ଟି ସି-୨୯୫ ପରିବହନ ବିମାନ କିଣାଯିବ । ଏହି…

ପୁର୍ନଗଠିତ ହେଲା ଓଡ଼ିଶା ପିସିସି; ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଦିନ ଓଡ଼ିଶା କଂଗ୍ରେସ ପକ୍ଷରୁ ଏହାର କୋର କମିଟିକୁ ସଂପ୍ରସାରିତ କରାଯାଇଛି । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପିସିସି ସଭାପତି ପଦ ବଜାୟ ରଖିଛନ୍ତି । ଓଡ଼ିଶା ପ୍ରଭାରୀ…

ଗଳେଇଲା ଗଞ୍ଜି ଉପରେ ୧୦ ଗଞ୍ଜି, ବାହାରିବା ବେଳେ ଅଟକାଇଲା ଦୋକାନୀ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆପଣ ଏକା ସାଙ୍ଗରେ କେତୋଟି ଗଞ୍ଜି ପିନ୍ଧି ପାରିବେ । ଅତି ବେଶୀରେ ଦୁଇ ବା ୩ ତାହା ପୁଣି ବଡ କଷ୍ଟରେ । ମାତ୍ର ତାମିଲନାଡୁରେ ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ଗଞ୍ଜି ପିନ୍ଧି…

ବହୁତ୍ ସହଜ, ପୁରୁଣା ପ୍ରେମିକା କି ପ୍ରେମିକ ଆଉ ମନେ ପଡିବେନି

୧. ଜଣଙ୍କୁ ଭୁଲିବା ସହଜ ନୁହେଁ , ବିଶେଷ ତ ଏମିତି ଏକ ବ୍ୟକ୍ତି ଯିଏ ଆପଣଙ୍କ ମନ ର ଗଭୀର ପ୍ରଦେଶ ରେ ଅଛି , ଯିଏ ଆପଣଙ୍କ ଜୀବନର କେଉଁ ଏକ ମୁହୁର୍ତ୍ତ ରେ ଆପଣଙ୍କ ସହ ଅନେକ ରାସ୍ତା ବା ଗଭୀରତା ଅତିକ୍ରମ କରିଛି । ୨.…

ପୃଥିବୀ ଆଡକୁ ମାଡି ଆସୁଛି ୧୦୦୦ତମ ଗ୍ରହାଣୁ; ସତର୍କ କରାଇଲା NASA

ନୂଆଦିଲ୍ଲୀ: ପୃଥିବୀ ନିକଟକୁ ମାଡି ଆସିଥିବା ୧୦୦୦ ତମ ଗ୍ରହାଣୁକୁ ଚିହ୍ନଟ କରିଛି ନାସା । ପୃଥିବୀ ଠାରୁ ୧.୭ ମିଲିୟନ କିମି ଦୂରରେ ରହିଥିବା ଏହି ଗ୍ରହାଣୁରୁ ନାମ ୨୦୨୧ ପି ଜେ୧ ରହିଛି । ନାସାର ରାଡାର ଜେପିଏଲରେ ଏହି…