ରାଶିଫଳ(ଗୁରୁବାର, ୧୫ ଜୁଲାଇ ୨୦୨୧)

ମେଷ: ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହିବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି…

ଆସନ୍ତା ଦୁଇ ବର୍ଷ ପାଇଁ ଭାରତୀୟ ଦଳର କାର୍ଯ୍ୟସୂଚୀ; ସମୁଦାୟ ୬ ସିରିଜ ଖେଳିବ ବିରାଟ ବାହିନୀ

ଦୁବାଇ: ଆଇସିସି ପକ୍ଷରୁ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରାଯାଇଥିବା ବେଳେ ଆସନ୍ତା ଦୁଇ ବର୍ଷ ପାଇଁ ଭାରତର କ୍ରୀଡା ସୂଚୀ ମଧ୍ୟ ପ୍ରକାଶ କରିଛି । ୨୦୨୧-୨୩ ମଧ୍ୟରେ…

ଦୁଇ ଭାରୋତ୍ତଳକଙ୍କୁ ଟୋକିଓ ଟିକେଟ

ନୂଆଦିଲ୍ଳୀ: ବୁଧବାର ଦୁଇ ଜଣ ଭାରୋତ୍ତଳନକାରୀ ଟୋକିଓ ପାରାଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି । ପୁରୁଷ ୬୫ କିଗ୍ରା ବର୍ଗରେ ଜୟଦୀପ କୁମାର ଏବଂ ମହିଳା ୫୦ କିଗ୍ରା ଓଜନ ବର୍ଗରେ ସକିନା ଖାତୁନ ଟୋକିଓ ଟିକଟ ହାସଲ…

ଡାକ୍ତର ମାଢିରୁ ଓପାଡିଲେ ୮୨ ଦାନ୍ତ; ଯୁବକଙ୍କ ବୟସ ମାତ୍ର ୧୭

ପାଟନା: ବିହାରର ପାଟନାରେ ଜଣେ ୧୭ ବର୍ଷୀୟ ଯୁବକଙ୍କ ଦାନ୍ତ ମାଢିରୁ ୮୨ଟି ଦାନ୍ତ ବାହାରିଛି । ଦାନ୍ତ ଯନ୍ତ୍ରଣା କାରଣରୁ ଯୁବକ ଜଣକ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ତେବେ ପରୀକ୍ଷଣରୁ ଦାନ୍ତର ତଳମାଢିରେ ୮୨ଟି ଦାନ୍ତ…

ଆସନ୍ତା କାଲି ଓଡ଼ିଶା ବନ୍ଦ; ଜାଣନ୍ତୁ କ’ଣ କ’ଣ ଖୋଲା ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା କାଲି ୬ ଘଂଟିଆ ଓଡିଶା ବନ୍ଦ ଡାକରା…

ସ୍କୁଲ ତଳୁ ମିଳିଲାଣି ୧୦୦୦ ଶିଶୁଙ୍କ କଙ୍କାଳ; ଆଗକୁ ଆହୁରି ବାହାରିବ

ନୂଆଦିଲ୍ଲୀ: ସ୍କୁଲ ପାଲଟିଛି ମଶାଣି । ମାସକରେ ଉଦ୍ଧାର ହୋଇଛି ୧୦୦୦ରୁ ଅଧିକ ଶିଶୁଙ୍କ କଙ୍କାଳ । କାନାଡାର ପେନାଲକଟ ଆଇଲାଣ୍ଡର ବିଭିନ୍ନ ସ୍କୁଲରୁ ଏହି କଙ୍କାଳ ଗୁଡିକ ଉଦ୍ଧାର କରାଯାଇଛି । ଏହି ଦ୍ୱୀପକୁ ପୂର୍ବରୁ…

ମନରେଗା କର୍ମୀଙ୍କୁ ଜୀଅନ୍ତା ଜାଳିଦେଲେ ସରପଞ୍ଚ

ହାଇଦ୍ରାବାଦ: ମନରେଗା କାମର ବିଲକୁ ନେଇ ଜଣେ ମନରେଗା ଅଧିକାରୀଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ସରପଞ୍ଚ । ଏଭଳି ଲୋମହର୍ଷଣକାରୀ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ବି ରାଜୁ ନାମକ ଜନୈକ ମନରେଗା ଅଧିକାରୀଙ୍କୁ…

କାଠଯୋଡିରେ ବାଇକକୁ ଧକ୍କା ଦେଲା ଟ୍ରେନ୍; ଯୁବକ ନିଖୋଜ

କଟକ(ଓଡ଼ିଶା ଭାସ୍କର): କଟକରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ଟ୍ରେନ୍ ସହିତ ଧକ୍କା ପରେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ଏକ ବାଇକରେ ଥିବା ବେଳେ ଟ୍ରେନ୍ ଧକ୍କାରେ କାଠଯୋଡି ନଦୀକୁ ଖସି ପଡିଥିଲେ ।…

୩୦୦ ଶଯ୍ୟା ବିଶିଷ୍ଟ ହେବ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି ।…

ଜାଣନ୍ତୁ କେବେଠୁ ଏମ୍ସରେ ମିଳିବ ଇକମୋ ଚିକିତ୍ସା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ହସ୍ପିଟାଲ ଭାବରେ ଇକମୋ ଚିକତ୍ସା ପ୍ରଦାନ କରିବାକୁ ଯାଉଛି ଏମ୍ସ । ଗୁରୁବାର ଠାରୁ ଏମ୍ସରେ ଇକମୋ ଚିକିତ୍ସା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଭୁବନେଶ୍ୱର ଏମ୍ସର…