ଭାରତର ଟପ୍-୧୦ ଆଇଆଇଟିଆନ, ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁୁ ସବୁଠାରୁ ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଆଇଆଇଟିରୁ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ସଦାସର୍ବଦା ଦେଶକୁ…

ଓ୍ଵାଶିଂଟନ ଯାଇଥିବା ଜୟଶଙ୍କରଙ୍କୁ ୟୁଏସ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପାଇଁ ୫ ଦିନ ଅପେକ୍ଷା କରିବାକୁ ପଡିଥିଲା, ତେବେ ଯାଇ ମିଳିଲା ସମୟ

ନୂଆଦିଲ୍ଲୀ : ଯେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଯାଇଥିଲେ, ତେବେ ତାଙ୍କୁ ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପାଇଁ ପାଞ୍ଚ ଦିନ ଅପେକ୍ଷା କରିବାକୁ ପଡିଥିଲା। ଏହା ପରେ ଯାଇ ଆମେରିକା…

‘ଆତଙ୍କୀ ସଂଗଠନ ମଧ୍ୟ ଦେଶର ଏତେ କ୍ଷତି କରି ପାରିବେ ନାହିଁ, ଯେତିକି ଏହି ଗାନ୍ଧୀ ପରିବାର କରିଛନ୍ତି’- ଅଶୋକ ପଣ୍ଡିତ

ନୂଆଦିଲ୍ଲୀ : ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ପୁଣି ଥରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି।  ଅଶୋକ ପଣ୍ଡିତ ଟ୍ଵିଟ୍ କରି କଂଗ୍ରେସ ପାର୍ଟିର କଟୁ ସମାଲୋଚନା କରି କହିଛନ୍ତି, ଆତଙ୍କୀ ସଂଗଠନ…

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକରେ ଭରି ରହିବ ଷ୍ଟାଡିୟମ

ନୂଆଦିଲ୍ଲୀ : ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ଏହି ବହୁପ୍ରତୀକ୍ଷିତ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ହେଲେ ଦର୍ଶକଙ୍କ ପାଇଁ ଖୁସି ଖବର। ଏବେ ଦର୍ଶକରେ…

ଆଜି ଶ୍ରୀନହରକୁ ରାଜପ୍ରସାଦ ବିଜେ ,ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯିବ

ପୁରୀ (ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଜ୍ୱରରେ ପିଡୀତ ବିଗ୍ରହମାନଙ୍କୁ ଏକାଦଶୀ ତଥିରେ ଦଶମୂଳ ମୋଦକ ଲାଗି ହୋଇଛି…

ଆଜି ୧୩ ଜିଳ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲାଗୁଡିକୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି…

ରାଜ୍ୟରେ ୧୨୯ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ, ୧୮ଜଣଙ୍କ ଗଲାଣି ଜୀବନ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ୧୨୯ ଜଣ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୧୮ ଜଣଙ୍କ ଜୀବନ ନେଇଛି ବ୍ଲାକ ଫଙ୍ଗସ୍‌ । ବର୍ତ୍ତମାନ ସୁଦ୍ଧା ୧୨ଜଣ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ।…

ଆଜିଠୁ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ, କରୋନା କଟକଣା ମଧ୍ୟରେ ଅଫିସ କାର୍ଯ୍ୟ କରିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍‌ କଟକଣା । ଏହାରି ଭିତରେ ସୋମବାର ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ…

ରାଶିଫଳ (ମଙ୍ଗଳବାର, ୬ ଜୁଲାଇ ୨୦୨୧)

ମେଷ : ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ । ବୃଷ…

ଆଇସୋଲେସନରେ ବ୍ରିଟେନର ଯୁବରାଣୀ କେଟ୍; ଜାଣନ୍ତୁ କାହିଁକି

ଲଣ୍ଡନ: ବ୍ରିିଟେନ୍ ରାଜ ପରିବାରର ଡଚେସ୍ ଅଫ୍ କେମ୍ବ୍ରିଜ୍(ଯୁବରାଣୀ) କେଟ୍ ମିଡିଲଟନ୍ ଆଇସୋଲେସନରେ ରହିଛନ୍ତି । ଜଣେ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଯୁବରାଣୀ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ…