ଟିକା ପାଇଁ କୋ-ୱିନ୍‌ରେ ପଞ୍ଜିକରଣ ଜରୁରି ନୁହେଁ, ଟିକାକରଣ କେନ୍ଦ୍ରକୁ ଯାଇ ନେଇ ପାରିବେ ଭ୍ୟାକ୍ସିନ୍: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ଟିକା ନେବାକୁ କୋ-ୱିନ୍‌ ଆପ୍‌ରେ ପଞ୍ଜିକରଣ ନିହାତି ଜରୁରି ନୁହେଁ । ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା…

ଭଡାଟଙ୍କା ମାଗିବାରୁ ଡ୍ରାଇଭରକୁ ମାଡ଼ମାରି କାର ସହ ଟଙ୍କା ଲୁଟିନେଲା ଦୁର୍ବୃତ୍ତ, ୭ ଘଣ୍ଟା ପରେ ପରିତ୍ୟକ୍ତ ପୋଖରୀରୁ ମିଳିଲା ଗାଡ଼ି

ପାଟକୁରା (ଓଡ଼ିଶା ଭାସ୍କର):  ପାରଦ୍ୱୀପରୁ ଜଗତସିହପୁର ଓ ତାପରେ ନିଜ ଘର ହଳଦିଆ କୁଳସାହି ଗ୍ରାମକୁ ଭଡାରେ ଏକ କାର ଆଣିଥିବା ସନା ଦାସ ନାମକ ଜଣେ ବ୍ୟକ୍ତି ଡ୍ରାଇଭରକୁ ଭଡା ଟଙ୍କା ନ ଦେଇ ମାଡ ମାରି ତା ଠାରୁ କାରଟିକୁ…

ଶାରୀରିକ ସମ୍ପର୍କ ରଖିଲା, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ବି ଭାଇରାଲ ପାଇଁ ଧମକଦେଲା ପ୍ରତାରକ ପ୍ରେମିକ, କହିଲା ୨୦ହଜାର ନପାଇଲେ ସୋସିଆଲ…

ରାଜନଗର (ଓଡ଼ିଶା ଭାସ୍କର): ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡାଙ୍ଗମାଳ ପଚାଂୟତର ଛବି (ଛଦ୍ମନାମ) ଜୈନିକା ଯୁବତୀ ସହିତ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଏବଂ ଫଟୋ ଭାଇରାଲ ନକରିବାକୁ ୨୦ହଜାର ଟଙ୍କା…

ହାଟିଆ- ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମ୍‌-ମୁମ୍ବାଇ ଏଲଟି ସ୍ପେଶାଲ୍‌ ଅସ୍ଥାୟୀ ଭାବରେ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରେଳ ମନ୍ତ୍ରଣାଳୟ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଂଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତି ନେଇଛି । ୦୮୬୩୭/ ୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଂଟ-ହାଟିଆ ବିଶେଷ ଟ୍ରେନ…

ଆଜି,କାଲି ୮ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର,…

ରାଶିଫଳ (ବୁଧବାର ,୧୬ ଜୁନ ,୨୦୨୧)

ମେଷ: କୌଣସି କାରଣରୁ ନିରାଶ ହେବେ । ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି…

ଟାଣଟୁଣ ସଂସାରରେ ଚଳାଇବାକୁ ବିଜେପି ବିଧାୟିକା ଚନ୍ଦନା ବାଉରିଙ୍କ ଚାଲିଥିଲା ସଂଘର୍ଷ, ଜାଣିନଥିଲେ ମାସକୁ ତାଙ୍କ ଦରମା ଟଙ୍କା କେତେ, ଜାଣିବା…

କୋଲକାତା, (ଓଡ଼ିଶା ଭାସ୍କର):  ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ଭାବେ ନିର୍ବାଚନରେ ଜିତିବା ପରେ ଚନ୍ଦନା ବାଉରି ଶପଥ ନେବାକୁ ଆସିଥିଲେ ବିଧାନସଭାକୁ । ଶପଥ ନେବା ସମୟରୁ ତ କରୋନା ପରିସ୍ଥିତି ପାଇଁ ଲକଡାଉନ ଚାଲିଛି ।…

ଏହି ମୁସଲିମ ଦେଶ ରହିଛି ଭଗବାନ ବିଷ୍ଣୁଙ୍କ ବିଶାଳକାୟ ମୂର୍ତ୍ତି, ଏହାକୁ ଦେଖିଲେ ଯେକେହି ହୋଇଯିବ ଆଶ୍ଚର୍ଯ୍ୟ; ଏହାର ନିର୍ମାଣ ପାଇଁ ପଛରେ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ । ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ…

ବଲିଉଡ୍‌ର ସେକ୍ସିଗାର୍ଲ ମଲ୍ଲିକା ଏବେ ଲସ୍‌ ଏଞ୍ଜେଲ୍‌ସ ବାସଭବନରେ କାଟୁଛନ୍ତି ଦିନ, ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ

ମୁମ୍ବାଇ (ଓଡ଼ିଶା ଭାସ୍କର) : ଦ ମର୍ଡର ଗାର୍ଲ ମଲ୍ଲିକା ୨୦୦୩ରେ ‘ଖ୍ୱାହିସ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ । ପରେ ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟସ୍‌, ଡର୍‌ନା ଜରୁରୀ ହୈ, ମର୍ଡର, ଆପ୍‌ କା…