ମୋଦୀ ଭ୍ୟାକ୍ସିନ କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଡହଳ ବିକଳ ହେଉଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏକୁ ପୁରିଛି ସାତ ବର୍ଷ। ହେଲେ ଦ୍ଵିତୀୟ ପାଳିର ପ୍ରଥମ ଦୁଇ ବର୍ଷରୁ ଅଧିକ ସମୟ  କରୋନା ସଂଘର୍ଷରେ ଚାଲି ଯାଇଛି। ଏହି ଅବସରରେ ବିଜେପି…

ଯନ୍ତ୍ରଣା ବଖାଣିଲେ ରବୀନ୍ଦ୍ର ଜାଡେଜା, ଦଳରୁ ବାଦ୍ ପଡିବା ପରେ ଦେଢ ବର୍ଷ ପର୍ଯ୍ୟନ୍ତ ଶୋଇ ପାରିନଥିଲେ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଜୋରଦାର ପ୍ରସ୍ତୁତି କରୁଛନ୍ତି । ୨୦୧୮ ଇଂଲଣ୍ଡ ଗସ୍ତ ପୂର୍ବରୁ ଜାଜେଜା ଦୀର୍ଘ ସମୟ ଧରି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳରୁ…

ମହାମାରୀରେ ମରିଗଲା ମାନବିକତା: କରୋନା ସଂକ୍ରମିତ ମୃତଦେହକୁ ନଦୀରେ ଫିଙ୍ଗି ଚାଲିଗଲେ ପରିଜନ

ବଲରାମପୁର : କରୋନା କାଳରେ ଦେଶରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେତେ ବେଳେ ଗଙ୍ଗାରେ ମୃତଦେହ ଭାସୁଛି ତ ଆଉ କେଉଁଠି ବାଲିରେ ମୃତଦେହ ପୋତି ଦିଆଯାଉଛି । ଲୋକଙ୍କଠାରେ ମାନବିକତା ମରି ଯାଉଥିବା ଦେଖିବାକୁ…

ମମତାଙ୍କ ସମର୍ଥନରେ ଫେସବୁକ ପୋଷ୍ଟ ଲେଖିଲେ ବିଜେପି ନେତାଙ୍କ ପୁଅ, ନିଜ ପାର୍ଟିକୁ ଦେଲେ ଉପଦେଶ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପରାଜୟ ପରେ ପାର୍ଟି ନେତାଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି । ଏବେ ବିଜେପି ନେତା ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଂଶୁ…

ପଛକୁ ହଟିବା ମୁଡରେ ନାହାନ୍ତି ରାମଦେବ, ଆମିର ଖାନଙ୍କ ଭିଡିଓ ସେୟାର କରି ଡାକ୍ତରୀ ସଂଘକୁ ପୁଣି ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଏଲୋପାଥୀ ବିରୋଧୀରେ ଆପତି ଜନକ ମନ୍ତବ୍ୟ ଦେବା ପରେ ବାବା ରାମଦେବଙ୍କ ମୁସ୍କିଲ ଥମିବାର ନାଁ ନେଉନାହିଁ । ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ପକ୍ଷରୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ଏବଂ ଦେଶ…

ସୁଶିଲ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ, ଆହୁରି ୪ ଦିନ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହତ୍ୟା ମାମଲା ନେଇ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇ ପଡିଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ଗିରଫ ହେବା ପରେ ସଂପ୍ରତି ପୋଲିସ ରିମାଣ୍ଡରେ ଅଛନ୍ତି । ତେବେ ପୋଲିସ…

ସେନାରେ ସାମିଲ୍‌ ହେଲେ ପୁଲୱାମା ଶହୀଦଙ୍କ ପତ୍ନୀ, ସ୍ୱାମୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ…

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…

୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍‌ ଟୁ- ଡିଜି ମେଡିସିନ୍‌ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ…

ଇଂଲଣ୍ଡ ଗସ୍ତରେ ଶୋଚନୀୟ ଭାବେ ହାରିବ ଭାରତୀୟ ଦଳ, ହେଲେ କୋହଲିଙ୍କ ବ୍ୟାଟ୍ ଗର୍ଜିବ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ମାଇକେଲ ଭନ ଭାରତର ଇଂଲଣ୍ଡ ଗସ୍ତକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତୀୟ ଅଧିନାୟକ ବିରାଟ କୋହଲି ସବୁଠୁ ଅଧିକ ରନ କରିବେ, କିନ୍ତୁ ଭାରତୀୟ ଦଳ…