ତୃତୀୟ ଲହରରେ ଦିଲ୍ଲୀରେ ପ୍ରତିଦିନ ସାମ୍ନାକୁ ଆସିବ ୪୫୦୦୦ କେସ ! ହାଇକୋର୍ଟକୁ ରିପୋର୍ଟ ଦେଲା ଦିଲ୍ଲୀ IIT

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ପରେ ବିଶେଷଜ୍ଞ ଦେଶରେ ତୃତୀୟ ଲହର ଆସିବା ନେଇ ଚେତାବନୀ ଦେଇ ସାରିଛନ୍ତି । ଏପରିକି ତୃତୀୟ ଲହରରେ ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି। ଏହି…

ଭାରତର ‘ର’ କୁ ଫସାଇବାକୁ ଚାହୁଥିଲା ପାକିସ୍ତାନ, କୋର୍ଟରେ ଫସରଫାଟିଲା ଚକ୍ରାନ୍ତ; ଜାଣନ୍ତୁ କେମିତି…

ଆତଙ୍କର ଆଡ୍ଡାସ୍ଥଳ ତଥା ଆତଙ୍କର ବୋସ୍ ବୋଲି କୁହାଯାଉଥିବା ପାକିସ୍ତାନ ସର୍ବଦା ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ସେଭଳି କାର୍ଯ୍ୟକଳାପ କରିଆସୁଛି । କିନ୍ତୁ ସାରା ବିଶ୍ୱ ଜାଣିସାରିଛି ପାକିସ୍ତାନର ଏଭଳି…

ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ୧୩ ରୁ ୧୬ ପ୍ରତିଶତ ବଢିଲା ଯାତ୍ରୀ ଭଡା

ନୂଆଦିଲ୍ଲୀ : ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା । କେନ୍ଦ୍ର ସରକାର ଘରୋଇ ବିମାନ ଭଡାର ସର୍ବନିମ୍ନ ସୀମାକୁ ୧୩ ରୁ ୧୬ ପ୍ରତିଶତ ବଢାଇବାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଜୁନ ୧ରୁ ଲାଗୁ ହେବ । ବେସାମରିକ ବିମାନ…

ବ୍ରିଟେନରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ସଂକ୍ରମଣ, ବଢିଲା ତୃତୀୟ ଲହରର ବିପଦ

ଲଣ୍ଡନ : ବ୍ରିଟେନରେ କରୋନାର ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଶୁକ୍ରବାର ଦେଶରେ ୪୧୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସରେ ଆଜିର କେସ୍ ସର୍ବାଧିକ ରହିଛି । ପୁଣି ଥରେ ସଂକ୍ରମଣ ମୁଣ୍ଡ…

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପଧ୍ୟାୟଙ୍କୁ କେନ୍ଦ୍ରରୁ ଡାକରା, ଚାରି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବଢାଇଥିଲେ କାର୍ଯ୍ୟକାଳ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପଶ୍ଚିମ ବଙ୍ଗ ମୁଖ୍ୟ ଶାସନ ସଚିବ ତଥା ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅଲପନ ବନ୍ଦୋପଧ୍ୟାୟ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କଅଧୀନକୁ ଯିବେ । କେନ୍ଦ୍ର ପର୍ସୋନେଲ, ପବ୍ଳିକ…

ଯବାନଙ୍କ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍‌ କରୁଛି ମାଓବାଦୀଙ୍କ ଏନ୍‌କାଉଣ୍ଟର: କୋଭିଡ୍‌ ନେଲା ଜଣେ ମାଓବାଦୀ ଜୀବନ, ହସ୍ପିଟାଲରେ ଭର୍ତ୍ତି…

ମାଲକାନଗିରି (ଓଡ଼ିଶା ଭାସ୍କର): ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍‌ କରୁଛି ଏନ୍‌କାଉଣ୍ଟର । ଏହା ସତ ପ୍ରମାଣିତ ହୋଇଛି । ଓଡିଶା ଓ…

ନରଦା ଷ୍ଟିଙ୍ଗ୍‌ ଅପରେସନ ମାମଲା: ଟିଏମ୍‌ସିର ୪ ଜଣ ହେଭିୱେଟ୍ ନେତାଙ୍କ ଅନ୍ତରୀଣ ଜାମିନ୍ ମଞ୍ଜୁର କଲେ କୋଲକାତା ହାଇକୋର୍ଟ

କୋଲକାତା (ଓଡ଼ିଶା ଭାସ୍କର) : ନରଦା କାଣ୍ଡରେ ଗିରଫ ୪ ତୃଣମୂଳ କଂଗ୍ରେସ ନେତାଙ୍କୁ କୋଲକାତା ହାଇକୋର୍ଟ ଶୁକ୍ରବାର ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି । ହାଇକୋର୍ଟଙ୍କ କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି…

ସୋମବାର ଠାରୁ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା, ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖେଲିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପ ରାଜଧାନୀରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏଥିାଇଁ ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଘୋଷଣା କରିଛନ୍ତି…

୪୩ତମ ଜିଏସ୍‌ଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି, କୋଭିଡ୍‌ ଓ ବ୍ଲାକ୍‌ ଫଙ୍ଗସ୍‌ ସହ ଜଡ଼ିତ ସାମଗ୍ରୀର ଆମଦାନୀରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ/ ଭୁବନେଶ୍ୱର (ଓଡ଼ିଶା ଭାସ୍କର ): ଶୁକ୍ରବାର ଅନୁଷ୍ଠିତ ୪୩ତମ ଜିଏସ୍‌ଟି ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ମହାମାରୀ ସ୍ଥିତିକୁ ଆଖି ଆଗରେ ରଖି ବିଦେଶରୁ…