CHARIDHAM

କ୍ଷମତାକୁ ଆସିଲେ ମାଗଣା ବିଜୁଳି: ପଢନ୍ତୁ କାହିଁକି ଏମିତି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ପଞାବରେ ତାଙ୍କ ଦଳ ଆପ୍ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…

ଶ୍ରେଣୀଗୃହରେ ଶିକ୍ଷାଦାନ ଦାବିରେ ଏଆଇଏସଏଫର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ୱାନରେ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ସରକାର ୟୁଟ୍ୟୁବ୍…

ରାହିଙ୍କୁ ଶୁଟିଂ ବିଶ୍ୱକପ ସ୍ୱର୍ଣ୍ଣ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଭାରତୀୟ ଶୁଟିଂ ଷ୍ଟାର ରାହି ସର୍ଣ୍ଣୋବତ ଚଳିତ ଶୁଟିଂ ବିଶ୍ୱକପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଏହି…

ଭାରତକୁ ଝଟକା: କୋଭିସିଲ୍ଡକୁ ଗ୍ରୀନ୍ ପାସେଜ୍ ଦେଲାନି ଇୟୁ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେକର୍ଡ କରିଥିବା ବେଳେ ଦୁଇଟି ଭାରତୀୟ ଟିକା ନେଇଥିବା କୋଟି କୋଟି ଭାରତୀୟଙ୍କ ପାଇଁ ନୂଆ ସମସ୍ୟା ଦେଖାଦେଇଛି । ପୂର୍ବରୁ ଭାରତୀୟ ଟିକା କୋଭାକ୍ସିନକୁ…

ନିର୍ମଳାଙ୍କ ମେଗା ଆର୍ଥିକ ପ୍ୟାକେଜ୍: ୧.୧ ଲକ୍ଷ କୋଟିର ଆର୍ôଥକ ପ୍ୟାକେଜ୍, ୫ ଲକ୍ଷ ମାଗଣା ପର୍ଯ୍ୟଟକ ଭିସା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ…

ଭାରତରେ ଲଞ୍ଚ ହେଲା ସ୍କୋଡା କୁଶାକ୍: ଜାଣନ୍ତୁ କେତେ ରହିଛି ମୂଲ୍ୟ

ମୁମ୍ବାଇ(ଓଡ଼ିଶା ଭାସ୍କର) : ଭାରତୀୟ ବଜାରରେ ପ୍ରବେଶ କରିଛି ସ୍କୋଡାର ନୂତନ କାର୍ କୁଶାକ୍ । ସ୍କୋଡା ଅଟୋ ପକ୍ଷରୁ ସୋମବାର ଭାରତରେ ଏହି କାର୍ ଲଞ୍ଚ କରାଯାଇଛି । ଏହି କାରଟିର ସର୍ବନିମ୍ନ ମୂଲ୍ୟ ୧୦.୫୦ ଲକ୍ଷ ଟଙ୍କା…

ରିଅଲ ଲାଇଫର ବଜରଙ୍ଗୀ ଭାଇଜାନ୍: ପ୍ରେମ ପାଇଁ ବର୍ଡର ଅତିକ୍ରମ

କୋଲକାତା (ଓଡ଼ିଶା ଭାସ୍କର) : ପ୍ରେମ ଏପରି ଏକ ଜିନିଷ ଯାହା ପାଇଁ ମଣିଷ ସର୍ବଦା କିଛି ନା କିଛି ଅସମ୍ଭବ ଜିନିଷ କରିବାକୁ ପ୍ରୟାସ କରିଥାଏ । ଠିକ୍ ବଲିଉଡ୍ ଫିଲ୍ମର କାହାଣୀ ପରି ଜଣେ ଯୁବକ ଏମିତି କିଛି ଅବିଶ୍ୱସନୀୟ…

ଟ୍ଵିଟରର ଦୁଃସାହସ: ଭାରତର ମାନଚ୍ଚିତ୍ରକୁ କଲା ବିକୃତ, ଜମ୍ମୁ-କଶ୍ମୀର ଓ ଲଦାଖକୁ ଦର୍ଶାଇଲା ଅଲଗା ଦେଶ

ନୂଆଦିଲ୍ଲୀ : ସରକାରଙ୍କ ସହ ଜାରି ବିବାଦ ମଧ୍ୟରେ ଟ୍ଵିଟର ପୁଣି ଥରେ ଏକ ମସ୍ତବଡ଼ ଭୁଲ୍ କରି ଦେଇଛି, ଯାହାର ପରିଣାମ ଦୁନିଆର ଏହି ବଡ଼ ସାମାଜିକ ଗଣମାଧ୍ୟମ କମ୍ପାନୀକୁ ଭୋଗିବାକୁ ପଡ଼ିପାରେ। ଟ୍ଵିଟର ଭାରତର…

ପ୍ରଥମ ଦିନିକିଆରେ ଶେଫାଳୀଙ୍କ ବୟସକୁ ନେଇ ବିବାଦ, ଅଡୁଆରେ ପଡିଲେ ପ୍ରସାରଣକାରୀ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଜୁନ ୨୭ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ଓପନିଂ…

ଚୀନ ବିରୋଧରେ ଅଧିକ ଆକ୍ରମଣାତ୍ମକ ହେଲା ଭାରତ, ସୀମାରେ ମୁତୟନ କଲା ଅତିରିକ୍ତ ୫୦ ହଜାର ଯବାନ

ନୂଆଦିଲ୍ଲୀ : ଚୀନ ସୀମାରେ ଅଧିକ ଆକ୍ରମଣାତ୍ମକ ହେଲା ଭାରତ। ରଣନୀତିରେ ପରିବର୍ତ୍ତନ କରି ସୀମାରେ ମୁତୟନ କଲା ୫୦ ହଜାର ଅତିରିକ୍ତ ସୈନିକ। ଏହା ପୂର୍ବରୁ ସାଧାରଣତଃ ଭାରତ ପାକିସ୍ତାନ ସଂଲଗ୍ନ ସୀମାରେ ଏହି ପରି ସୈନିକ…