CHARIDHAM

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି: ଜୁଆ ଖେଳରୁ କୋଟିପତି ହୋଇଛନ୍ତି ‘ପୋକର କିଙ୍ଗ୍‌

ନୂଆଦିଲ୍ଲୀ : କୁହାଯାଏ ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି । ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି । ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି  । ଭାରତରେ ଜୁଆ ଖେଳକୁ ବେଆଇନ କୁହାଯାଇ ଥାଏ ମାତ୍ର…

୪ଘଣ୍ଟାରେ ଚନ୍ଦ୍ରର ୫୦ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ପ୍ରଥମେଶ, ସୋସିଆଲ ମିଡିଆରେ ଭାଇରାଲ୍‌ ଜହ୍ନର ୩ଡି ଚିତ୍ର

ପୁନେ: ନାସା ଏବଂ ଇସ୍ରୋ  ପରି ସ୍ପେସ୍‌ ଏଜେନ୍ସି ଗୁଡ଼ିକ ଚନ୍ଦ୍ର ଅନେକ ଫଟୋ ଶେୟାର କରନ୍ତି । କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ସମସ୍ତେ…

ଜୁନ୍ ୭ରେ ଲଞ୍ଚ ହେବ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ, ପହିଲାର ପ୍ରଥମ ୬ ଦିନ କାମ କରିବନି ପୁରୁଣା ଇ-ଫାଇଲିଂ ୱେବସାଇଟ୍

ନୂଆଦିଲ୍ଲୀ, ଆୟକର ବିଭାଗ ଆସନ୍ତା ମାସ ୭ ତାରିଖରେ ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ମୁତାବକ ନୂଆ ପୋର୍ଟାଲ ଆରମ୍ଭ ହେବାକୁ ଥିବାରୁ ଜୁନ ୧ରୁ୬ ତାରିଖ ପର୍ଯ୍ୟନ୍ତ ପୁରୁଣା ଇ-ଫାଇଲିଂ…

ଜେଲ୍ ଭିତରେ କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକ, ଆଇସୋଲେସନରେ ଏକାଠି ଅଛନ୍ତି ଭାବି…

ଭୁବନେଶ୍ବର,୨୧/୦୫: ଓଡିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି। ଏଭଳି ସ୍ଥିତିରେ ଝାରପଡା ଜେଲରେ କରୋନା ବିସ୍ଫୋରଣ ଘଟିଛି। ଗୁରୁବାର ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି। ଜେଲ୍…

ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିଚା, ଅଭି ତୋ ପାର୍ଟି ସୁରୁ ହୁଇ ହେ’ ସିନେମାର ଲିଡ୍ ରୋଲରେ ଆସିବେ ନଜର

ମୁମ୍ବାଇ ୨୧/୦୫: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ଏକ ନୂଆ ଅଫର ମିଳିଥିବାର ସୂଚନା ମିଳିଛି । ବହୁଦିନ ହେବ ସେ କୌଣସି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିନଥିଲେ । କିନ୍ତୁ ଏବେ ସେ ପୁଣି ଏକ ନୂଆ…

ପାକିସ୍ତାନ ସୁପର ଲିଗ୍‌ ଆୟୋଜନକୁ ଗ୍ରୀନ୍ ସିଗନାଲ୍ ଦେଲା ୟୁଏଇ, ବାକିଥିବା ୨୦ଟି ମ୍ୟାଚ୍ ଖେଳାଯିବ

କରାଚି : ଆବୁଧାବିରେ ପାକିସ୍ତାନ ସୁପର ଲିଗ୍‌ ଆୟୋଜନ ପାଇଁ ମିଳିଲା ଅନୁମତି । ପାକିସ୍ତାନ କ୍ରିକେଟ ବୋର୍ଡର ଅନୁରୋଧ ରକ୍ଷା କରି ୟୁନାଇଟେଡ ଆରବ ଏମିରେଟ୍ସ ସରକାର ସବୁଜ ସଙ୍କେତ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ…

କୋଭିଡ୍‌ ଡାକ୍ତରଖାନାରୁ ଚମ୍ପଟ୍ ମାରିଲେ ସଂକ୍ରମିିତ, ଖୋଜା ଖୋଜି ପରେ ବି ମିଳୁନି ପତ୍ତା

ରଣପୁର (ଆପ୍ର): ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଗତ ଏପ୍ରିଲ୍‌ ୬ ତାରିଖ ଠାରୁ କୋଭିଡ୍‌ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । କିନ୍ତୁ ଗତକାଲି ଏକ ଅଭାବନୀୟ …

ଯୌତୁକ ଜୁଇରେ ଜଳିଲା ନବବଧୂ: ମାରି, ପୋଡ଼ି ଦେଇଥିଲେ.. ଜୁଇରୁ ଦରପୋଡା ମୃତଦେହ ଜବତ କଲା ପୁଲିସ, ୫ ଅଟକ, ସ୍ୱାମୀ ଫେରାର

ଭଞ୍ଜନଗର (ଆପ୍ର): ଯୌତୁକ ଜୁଇ ରେଜଳିଲା , ଆଉ ଜଣେ ନବ ବିବାହିତା । ବିବାହର ୧୦ ମାସ ପରେ ବି ଆହୁରି ଅଧିକ ଟଙ୍କା ଦାବି କରି,  ଶାଶୁଘର ଲୋକେ ଏକାଠି ହୋଇ ନବ ବିବାହିତାକୁ ଘର ଭିତରେ ମାରିଦେଲେ । ପରେ ମୃତ ଦେହକୁ ନେଇ…

ଜେଲରୁ ବାହାରିଲା ଗୁରମୀତ ରାମ ରହିମ, ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଭୋଗୁଛି ୨୦ ବର୍ଷ କାରାଦଣ୍ଡ

ଚଣ୍ଡିଗଡ ୨୧ ।୦୫: ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ମାଙ୍କୁ ଭେଟିବା ପାଇଁ ପାରୋଲ ମିଳିଛି ।…

ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ଅଭିମୁଖେ ଭାରତୀୟ କ୍ରିକେଟ୍ ଖେଳାଳି, କିଏ ସଡକ ପଥରେ ତ କିଏ ବିମାନରେ

ନୂଆଦିଲ୍ଲୀ ୨୧ ।୦୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ସଦସ୍ୟଙ୍କ ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ପହଂଚିବା ଆରମ୍ଭ ହୋଇ ଯାଇଛି । ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିପାରେ । ଏହା ପୂର୍ବରୁ ସମସ୍ତ…