ପୂଜାଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ଘରେ ନକାରାତ୍ମକତା ବୃଦ୍ଧି ପାଇବା ସହ ବଢ଼ିବ ଅସୁବିଧା
ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ । କିନ୍ତୁ ପୂଜାସ୍ଥଳିରେ କିଛି…