ବସନ୍ତ ପଞ୍ଚମିରେ ମାଲାମାଲ ହେବେ ଏହି ରାଶି, ଜାଣି ରଖନ୍ତୁ ଆଜି କଣ କରିବେ ଆଉ କଣ ନାହିଁ
ନୂଆଦିଲ୍ଲୀ: ଏଥର ବସନ୍ତ ପଞ୍ଚମି ୨୬ ଜାନୁଆରୀରେ ପାଳନ କରାଯାଉଛି। ଜ୍ଞାନ ଏବଂ ଶିକ୍ଷାର ଦେବୀ ମାତା ସରସ୍ୱତୀଙ୍କୁ ଏହି ଦିନ ପୂଜା କରାଯାଏ। ଏହା ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମ ଦିନରେ ପଡେ। ତେବେ ଆଜିର ଦିନଟି ୩ରାଶିର…