ନିଜ ଜୀବନସାଥିକୁ ଭାଲେଣ୍ଟାଇନ୍ସରେ ଭୁଲରେ ବି ଦିଅନ୍ତୁ ନାହିଁ ଏହସବୁ ଗିଫ୍ଟ; ନଚେତ୍ ଭାଙ୍ଗିଯାଇପାରେ ସମ୍ପର୍କ
ଆଉକିଛି ଦିନ ପେର ଆରମ୍ଭ ହେବ ପ୍ରେମର ସପ୍ତାହ, ଭାଲେଣ୍ଟାଇନ୍ସ ଡେ । ଯାହାକୁ ପାଳନ କରିବାକୁ ଭଲପାଉଥିହବା ଲୋକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିଜ ଜୀବନସାଥିକୁ ଖୁସି କରିବା ପାଇଁ ସେମାନେ ଅନେକ ଯୋଜନା ମଧ୍ୟ…