ବିମାନ ନେଲା ଦମ୍ପତିଙ୍କ ଜୀବନ,ଠିକ ୧୬ ବର୍ଷ ପୂର୍ବେ ଯାଇଥିଲା ସ୍ୱାମୀଙ୍କ ଜୀବନ
ନୂଆଦିଲ୍ଲୀ:କୁହାଯାଏ ଯୋଡି ଉପରୁ ତିଆରି ହୋଇ ଆସିଥାଏ । କିଏ କେତେ ଆୟୁଷ ଦେଇ ଆସିବ ତାହା ମଧ୍ୟ ଭାଗ୍ୟରେ ଲେଖାଥାଏ । କିଛି ଏଭଳି ଭାଗ୍ୟ ନେଇ ଧରାପୃଷ୍ଠରେ ଜନ୍ମ ନେଇଥିଲେ ଅଞ୍ଜୁ । ସ୍ୱାମୀ କୋ-ପାଇଲଟ ଥିବା ବେଳେ…