ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ; ଏକକାଳିନ ୧୧ଟି ସ୍ଥାନରେ ଚଢାଉ

କାମାକ୍ଷାନଗର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଦୁର୍ନିତୀର ମାତ୍ରା ବଢିବାର ଲାଗିଛି । କିଛିଟା ଟଙ୍କା ଲୋଭରେ ଲୋକେ ଭୁଲ କରି କାମକୁ ଆପଣେଇ ନେଉଛନ୍ତି । ଯେଉଁଥିରେ ଏକାଧିକ ସରକାରୀ ବାବୁଙ୍କ ନାମ ମଧ୍ୟ ସାମିଲ ଅଛି ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ଘୋଷଣା: ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ଆଉ ଫଳ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଚିକେନ୍ ଏବଂ ଋତୁକାଳୀନ ଫଳ ଅନ୍ତର୍ଭୁକ୍ତ…

ନର୍କରେ ମିଶିବାକୁ ଯାଉଛି ଜୋଶିମଠ! ପ୍ରକୃତି ସହିତ ଖେଳିବାର ପରିଣାମ; କାନ୍ଥ ଫାଟି ଯାଉଛି…

ନୂଆଦିଲ୍ଲୀ :ଉତ୍ତରପ୍ରଦେଶର ଜୋଶିମଠରେ କାନ୍ଥ ଫାଟି ଯାଉଛି, ଭୁଷୁଡି ଯାଉଛି ଭୂମି , ଘର ଭିତରୁ ପାଣି ପ୍ରବାହିତ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏବେ ପ୍ରଶ୍ନ ଉଠୁଛି କି ଏହି ସହର କଣ ସତରେ ନର୍କରେ ମିଶିବାକୁ…

UIDAI ଜାରି କରିଲା ଟୋଲ୍ ଫ୍ରି ନମ୍ବର, ବର୍ତ୍ତମାନ ଆଧାରକାର୍ଡ ସହିତ ଜଡିତ ସବୁକାମ ହେବ ଶୀଘ୍ର

ନୂଆଦିଲ୍ଲୀ : ଆଧାର କାର୍ଡର ନିୟାମକ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (IVR) ଟେକ୍ନୋଲୋଜି ଉପରେ ଏକ ନୂତନ ସେବା ଆରମ୍ଭ କରିଛି। ଯାହା ସପ୍ତାହ ସାତ ଦିନ…

ମଡେଲ ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଭୁବନେଶ୍ୱର:ବହୁଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ କ୍ରାଇମହ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ…

ଓଡ଼ିଆରେ କଦର୍ଯ୍ୟ କରି ଲେଖାହେଲା କେନ୍ଦ୍ର ମନ୍ତ୍ରୀଙ୍କ ନାମ, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଶୁକ୍ରବାର ଦିନ ତିନି ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି। ତେବେ ସେ ସନ୍ଧ୍ୟା ୭.୫୫ ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ବୋଲି…

୧୪୦୦ କୋଟି ମୂଲ୍ୟର ଋଣ ବାଣ୍ଟିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଲୋକସଭା ବାଚସ୍ପତି ମଧ୍ୟ ରହିବେ ଉପସ୍ଥିତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ରାଜସ୍ଥାନ ଗସ୍ତରେ ଆସିବେ । ଅର୍ଥମନ୍ତ୍ରୀ ରାଜସ୍ଥାନର କୋଟାଠାରେ ଥିବା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନରେ…

ରଣଜୀରେ ଜଲୱା ଦେଖାଇଲେ ଶାନ୍ତନୁ; ଦ୍ୱିଶତକ ରନ୍ କରି ସୃଷ୍ଟି କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ନିଜର ଜଲୱା ଦେଖାଇଛନ୍ତି ଓଡିଆ ପୁଅ ଶାନ୍ତନୁ ମିଶ୍ର । ତେବେ ଶାନ୍ତନୁଙ୍କ ଦ୍ୱିଶତକ ଏବଂ ପ୍ରୟାସ ସିଂଙ୍କ ଶତକ ବଳରେ ଓଡିଶା ୫୩୫ ରନ୍ କରି ଏକ ରୋକର୍ଡ ସୃଷ୍ଟି କରିଛି । ଫଳରେ…

୨୩ବର୍ଷର ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ? ଆଲଗା ହେବେ ସାଉଥ ଷ୍ଟାର ଥଲାପତି ବିଜୟ ଏବଂ ସ୍ତ୍ରୀ ସଙ୍ଗୀତା

ମୁମ୍ବାଇ:ସାଉଥ ଫ୍ଟାର ବିଜୟ ଥଲାପତି ତାଙ୍କ ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।…

ଦିଲ୍ଲୀ ମେୟର ନିର୍ବାଚନ:ସ୍ଥଗିତ ହେଲା ମେୟର ନିର୍ବାଚନ! ଗୃହରେ ଉଡିଲା ଚେୟାର

ନୂଆଦିଲ୍ଲୀ :ଦିଲ୍ଲୀରେ ଏମସିଡି ନିର୍ବାଚନ ପରେ ଆଜି ମେୟର ଏବଂ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ଘରେ ଆପ ଏବଂ ବିଜେପି କାଉନସିଲରଙ୍କ ମଧ୍ୟରେ ବହୁତ ଗଣ୍ଡଗୋଳ ହୋଇଥିଲା।। ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ…