ଥରିଲା ନେପାଳ, ଗଡ଼ିଲା ମୁଣ୍ଡ :ଭୂକମ୍ପରେ ଗଲା ୬ ଜଣଙ୍କର ଜୀବନ

କାଠମାଣ୍ଡୁ :ବୁଧବାର ପୂର୍ବାହ୍ନରେ ନେପାଳର ଦୋଟି ଜିଲ୍ଲାରେ ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଷ୍ଠିତ ହେବା ଦ୍ୱାରା ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ…

ଆପଣ ଏହିପରି ଭାବରେ କରୁଛନ୍ତି କି ଭୋଜନ ? ହୋଇଯାଆନ୍ତୁ ସାବଧାନ ନଚେତ୍ ପଡିପାରେ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି

ସନାତନ ଧର୍ମରେ ଜୀବନ ସହ ଜଡିତ ଅନେକ ନିୟମ ଏବଂ ପରମ୍ପରା ବିଷୟରେ କୁହାଯାଇଛି । ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଜୀବନ ସହଜ ହେବା ସହ ଭଗବାନଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ । ତେବେ ହିନ୍ଦୁଧର୍ମରେ ଖାଦ୍ୟକୁ ମା…

ବିଶ୍ୱକପର ମହାରେକର୍ଡର ଖୁବ ନିକଟରେ ରୋହିତ: ପାଇବେ କି ଏକ ନୂଆ ଉପଲବ୍ଧି?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ବ୍ୟାଟ୍ ସହ ସଂଘର୍ଷ କରୁଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସୁପର-୧୨ରେ କେବଳ ନେଦରଲାଣ୍ଡକୁ ବାଦ ଦେଲେ ଅନ୍ୟ କୌଣସି ମ୍ୟାଚରେ ବଡ ପାଳି ଖେଳିବାରେ ସେ ବିଫଳ ହୋଇଛନ୍ତି ।…

T20 WC 2022 ସେମି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ଖୁସି ଖବର: ଆହତ ହେଲେ ବିରାଟ-ରୋହିତଙ୍କ ବଡ ଶତ୍ରୁ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖ ଦିନ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚକୁ ନେଇ ଏବେ ଉତ୍ସାହ ବଢୁଥିବା ବେଳେ ରୋହିତ ସେନା ପାଇଁ ଆସିଛି ଏକ ବଡ ଖବର । ଏହି ରୋମାଞ୍ଚକର ମ୍ୟାଚ…

କାହିଁକି ‘+91’ ରୁ ଆରମ୍ଭ ହୋଇଥାଏ ଭାରତୀୟ ମୋବାଇଲ ନମ୍ବର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆପଣ ମାନେ ପ୍ରତ୍ୟେକ ଦିନ କାହାକୁ ନା କାହାକୁ ନିଶ୍ଚିତ ଭାବରେ ଫୋନ୍ କଲ କରୁଥିବେ । ଏହି ଫୋନ୍ କଲରେ ଆସୁଥିବା ନମ୍ବର ପୂର୍ବରୁ +ଚିହ୍ନ ଥିବା ୨ ଟି ସଂଖ୍ୟା ପ୍ରଥମେ ଆସିଥାଏ । ତେବେ ଭାରତରେ ଯେତେବେଳେ…

ଭୂତପ୍ରେତ ସହିତ କଟୁଛି ରାତି: ସଇତାନ ସାଙ୍ଗରେ ବିତୁଛି ଜୀବନ, ଇଏ କି ପ୍ରେମ?

ଭୂତ, ପ୍ରେତ, ଆତ୍ମା ଆଉ ସଇତାନକୁ ନେଇ ଅନେକ କାହାଣୀ ଶୁଣାଯାଏ । ଆଈମା’ର ଗପ ପେଡିରେ ଭରି ରହିଥାଏ ଏଭଳି ପିଶାଚୀ ଆଉ ଡାହାଣୀମାନଙ୍କ କଥା । ପିଲାବେଳେ ଏହା ଶୁଣିବାକୁ ଯେତିକି ମଜା ଲାଗିଥାଏ, ତା’ଠୁ ବେଶୀ ଭୟଙ୍କର…

ଆଜିଠୁ ୯ ଦିନ ଧରି ଚାଲିବ କଟକ ଐତିହାସିକ ବାଲିଯାତ୍ରା ; ଉଦଘାଟନ କରିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

କଟକ: କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି । ଏହାକୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ…

T-20 WC 2022; ଭାରତ-ଇଂଲଣ୍ଡ ସେମି ପୂର୍ବରୁ ଦଳରେ ପରିବର୍ତ୍ତନ: ସାମିଲ ହେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ଆହୁରି ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ପାଖେଇ ଆସୁଛି କ୍ଲାଇମାକ୍ସ । ଏଥିପାଇଁ ଖେଳାଳିଙ୍କ ସହ ପ୍ରଶଂସକମାନଙ୍କ ଉତ୍ସାହ ବି ଚରମ ସୀମାରେ । ସୁପର-୧୨ର ସମସ୍ତ ମ୍ୟାଚ ସରିବା…

ପୋଷ୍ଟ ଅଫିସରୁ ଟଙ୍କା ଉଠାଇବା ନିୟମରେ ହେଲା ପରିବର୍ତ୍ତନ: ଏବେ ଲାଗିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଆଜିକାଲି ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଏବଂ ସୁବିଧା ମାଧ୍ୟମ ପାଲଟିଛି । ତେବେ ଆପଣ ମଧ୍ୟ ଯଦି ପୋଷ୍ଟ ଅଫିସର ବ୍ୟାଙ୍କରେ ଖାତା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ ଖବର ।…

ଚନ୍ଦ୍ରଗ୍ରହଣ ସରିବା ପରେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ ; ଜୀବନରେ ପଡିବନି ନକରାତ୍ମକ ପ୍ରଭାବ

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଏକ ଅଶୁଭ ଘଟଣା । ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ଦେବ ନିତୀ ଆଦି କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ…