ଚୀନ ଉପରେ ଆଜୀବନ ଶାସନ କରିବେ ଜିନପିଙ୍ଗ ? କମ୍ୟୁନିଷ୍ଟ କଂଗ୍ରେସର ବୈଠକ ଉପରେ ଦୁନିଆର ନଜର
ନୂଆଦିଲ୍ଲୀ: କଣ ଚୀନରେ ଆଜୀବନ ଶାସନ କରିବେ ସି ଜିନପିଙ୍ଗ ? ଚୀନର କମ୍ୟୁନିଷ୍ଟ ପାର୍ଟି ରାଷ୍ଟ୍ରପତି ସ ଜିନପିଙ୍ଗଙ୍କ ପାଇଁ ରେକର୍ଡ ତୃତୀୟ ଥର କାର୍ୟ୍ୟକାଳ ବୃଦ୍ଧି ଉପରେ ମୋହର ଲଗାଇବା ଉଦ୍ଦେଶ୍ୟରେ ବୈଠକର…