MS Dhoni ଏହି କମ୍ପାନୀରେ ଲଗାଇଲେ ଟଙ୍କା: କହିଲେ ‘ଚିକେନ ବହୁତ ପସନ୍ଦ…’ କାହିଁକି ?
ନୂଆଦିଲ୍ଲୀ: ଆଉ ଏକ ନୂଆ କମ୍ପାନୀରେ ସହ ଏବେ ଯୋଡି ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଏମ.ଏସ ଧୋନୀ । ଆଉ ଏକ କମ୍ପାନୀରେ ଟଙ୍କା ନିବେଶ କରିଛନ୍ତି କ୍ୟାପଟେନ କୁଲ । ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାକୁ…