ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଉଚିତ୍ ମାତ୍ରାରେ ପାଣି ପିଇବା: ପ୍ରତିଦିନ ପିଅନ୍ତୁ ଏତିକି…
ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ବର୍ତ୍ତମାନର ସମୟରେ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ତୃତୀୟ ବ୍ୟକ୍ତି ଏହାଦ୍ୱାରା ଚିନ୍ତିତ । ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି ।…