High Security Number Plate ସମସ୍ୟାରେ ଲାଗୁନି ବ୍ରେକ: ଡେଡଲାଇନ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ ଦେବା ଉପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଆଗକୁ ଏହାର…

Girls’ Hostel ପରିସରରୁ ଉଦ୍ଧାର ହେଲା ମୁହଁ: ତା’ ସହ ମିଳିଲା ଗୋଡ଼ ବନ୍ଧା ବୁଲା କୁକୁର

ବ୍ରହ୍ମପୁର: ୧୨ କୁକୁରଙ୍କ ମୁହଁ ଏବଂ ଗୋଡ଼ ବାନ୍ଧି ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି ମୁହଁ, ଗୋଡ଼ ବନ୍ଧା ବୁଲା କୁକୁର । ଯାହା ପରେ ଏହି ଘଟଣାକୁ ନେଇ ଏବେ…

ଭାରୀ ପଡିଲା ଟିମ ଇଣ୍ଡିଆର ପେସ ଆଟାକ: ପ୍ରଥମ ଟି-୨୦ରେ ମାତ୍ର ୧୦୬ ରନରେ ଅଟକିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ସହ ଖୁବ ସୁନ୍ଦର ଅତିଥି ସତ୍କାର କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରୁ ହିଁ ଭାରତର ପେସ ଆଟାକ ଦେଇଛି ଚେତାବନୀ । ଫଳରେ ୨୦ ଓଭରରେ ମାତ୍ର ରନ କରିବାରେ ସକ୍ଷମ ହୋଇଛି ସାଉଥ ଅଫ୍ରିକା ।…

ଧନବାନ କରିଥାଏ ହାତର ଏହି ରେଖା: ୩୫ ବର୍ଷ ବୟସ ପରେ ବଦଳି ଯାଏ ଭାଗ୍ୟ

ନୂଆଦିଲ୍ଲୀ: କୁହାଯାଏ ମଣିଷର ଭାଗ୍ୟ ଏବଂ ଭବିଷ୍ୟତ ଆମ ହାତ ପାପୁଲି ରେଖାରେ ଲୁଚି ରହିଥାଏ । ଏହି ଅଗଣିତ ରେଖାଗୁଡିକୁ ପଢିବା ଏବଂ ବୁଝିବା ଖୁବ କଷ୍ଟକର । ତେବେ କେବଳ ହସ୍ତରେଖା ଶାସ୍ତ୍ର ଦ୍ୱାରା ହିଁ ଏସବୁକୁ…

ପୁରୁଷଙ୍କ ସ୍ପର୍ମକୁ ନେଇ ନୂଆ ଖୁଲାସା: ବଡ ରହସ୍ୟରୁ ପରଦା ଉଠାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ପୁରୁଷର ଶୁକ୍ରାଣୁ ମହିଳାଙ୍କ ଏଗ୍ ସହ ମିଳନ ହେବା ପରେ ଏଥିରୁ ଭ୍ରୁଣ ଜାତ ହୋଇଥାଏ । ଦୁନିଆରେ ଆରମ୍ଭ ହୋଇଥାଏ ଆଉ ଏକ ନୂଆ ଜୀବନର କାହାଣୀ । ତେବେ ଏହି ପ୍ରକ୍ରିୟା ଯେତିକି ସହଜ ଲାଗୁଛି, ପ୍ରକୃତରେ ତାହା…

ମେଡିକାଲରେ ଅନ୍ଧ ବିଶ୍ୱାସର ପ୍ରହସନ: ରୋଗୀଙ୍କୁ ଚିକିତ୍ସା ନ କରି ଚାଲିଛି ଝଡାଫୁଙ୍କା

ଅନୁଗୋଳ: ମେଡିକାଲରେ ଚିକିତ୍ସା ବଦଳରେ ଚାଲିଛି ଝଡାଫୁଙ୍କା । ମନ୍ତ୍ର ପଢା ସହିତ ଝୁଣା ଧୂପକ୍ଷହ ଚାଲିଛି ପୂଜା । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଏହି ଘଟଣାକୁ ନେଇ…

କୋଟି କୋଟି ଟଙ୍କା ଦେଉଛି ଏହି ସରକାରୀ ୱେବସାଇଟ: ନିଜ ସ୍ୱପ୍ନ ପୂରଣ ପାଇଁ ଆଣିପାରିବେ ଲୋନ

ନୂଆଦିଲ୍ଲୀ: ଲୋନ ପାଇବା ପାଇଁ ଆଉ ଏକ ସୁବିଧା ଏବଂ ସହଜଉପାୟ ପାଲଟିଛି ଏକ ସରକାରୀ ୱେବସାଇଟ । ବ୍ୟାଙ୍କରୁ ଲୋନ ପାଇବା ପାଇଁ ବାରମ୍ବାର ଦୌଡିବା ପରେ ବି ହତାଶ ହେବାକୁ ପଡିଥାଏ । ତେବେ ଏସବୁ ସମସ୍ୟାରୁ ଏବେ ମୁକ୍ତି…

ଅଲିଭ ରିଡଲେ କଇଁଛଙ୍କ ପ୍ରତି ମହାବିପଦ: ଗହୀରମଥାକୁ ଦୃଷ୍ଟି ଦେବାକୁ ସରକାରଙ୍କୁ ଦାବି

ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସୁନ୍ଦରତାରେ ଭରପୂର ଓଡିଶା । ଏଠାକାର ନଦୀ, ସମୁଦ୍ର ଏବଂ ବିସ୍ତୀର୍ଣ୍ଣ ବେଳାଭୂମି ସହିତ ବିରଳ ଜୈବ ବିବିଧତାର ଭୁ-ସ୍ୱର୍ଗ ଗହୀରମଥା ବିଶ୍ୱପ୍ରସିଦ୍ଧ । ସାମୁଦ୍ରିକ ଅଭୟାରଣ୍ୟ, ଗହୀରମଥା…

ICC T20I Rankingରେ ସୂର୍ଯ୍ୟକୁମାରଙ୍କ ଦବଦବା: କୋହଲିଙ୍କୁ ବି ମିଳିଲା ବିରାଟ ସଫଳତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛି ଖୁସି ଖବର । ଦଳର ୨ ଷ୍ଟାର ଖେଳାଳିଙ୍କ ହାତରେ ଲାଗିଛି ବିରାଟ ସଫଳତା । ଆଇସିସି ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନରେ…

VIRAL VIDEO: ମହାତ୍ମା ଗାନ୍ଧିଙ୍କ ଉପରେ ଇଂରାଜୀ ଏପରି କହିଲେ ଦାଦି, ଲୋକେ କହିଲେ ଫେଲ୍ ମାରିବ ଗୁଗୁଲ

ନୂଆଦିଲ୍ଲୀ :ଆଜିକାଲି ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହେବାର ଲାଗିଛି । କିଏ ନିଜ ଭିଡିଓ କରି ଭାଇରାଲ ହେଉଛି ତ ଆଇ କିଏ ମଜାଳିଆ କଥା ଭାଇରାଲ କରୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ମହାତ୍ମା ଗନ୍ଧିଙ୍କୁ ନେଇ…