ଦେଶରେ ୧୨ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍ ! କଞ୍ଚାତେଲର ଦାମ ରୁ ମିଳୁଛି ସଙ୍କେତ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚାତେଲର ଦାମ୍ ରେ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୩ ମାସରେ ଅନ୍ତରାଷ୍ଟ୍ରୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଏହି ସମୟରେ କ୍ରୁଡ୍ ଅଏଲ ୯୧ ଡଲାର ପ୍ରତି ବ୍ୟାରେଲ…

ଚମକିବ ବରମୁଣ୍ଡା ବସଷ୍ଟାଣ୍ଡ, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ 5 ଟି ସଚିବ

ଭୁବନେଶ୍ୱର: ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ 5 ଟି ସଚିବ । ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରୂପେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ…

ଅପରାଧୀଙ୍କୁ ଛୋଟା କରୁଛି ୟୁପି ପୋଲିସର ଅପରେସନ ‘ଲଙ୍ଗଡା’: ୨୦୧୭ ରୁ ୨୨ ଭିତରେ ଗୁଳିଖାଇଲେଣି ୩ ହଜାରରୁ ଅଧିକ ଅପରାଧୀ

ନୂଆଦିଲ୍ଲୀ: ଅପରେସନ ‘ଲଙ୍ଗଡା’ । କଣ ଏହି ଅପରେସନ ଲଙ୍ଗଡା । ଏହା କି ପ୍ରକାରର ଅପରେସନ । ଯାହାର ନାଁ ଶୁଣିଲେ ଥରି ଉଠେ ଅପରାଧୀଙ୍କ ଛାତି । ହଁ ଆଜ୍ଞା ପୋଲିସର ଏହା ଏଭଳି ଏକ ଅପରେସନ ଯାହା ଅପରାଧୀଙ୍କୁ ଭୟଭୀତ କରାଇ…

ମୃତ୍ୟୁର ଏ କି ରୂପ! ଲିଫ୍ଟରେ ଯାଉଥିଲେ ହଠାତ୍ ଅଟକିଗଲା ତଣ୍ଟି: ତାପରେ ଛଟପଟ ହୋଇ ଚାଲିଗଲା ଜୀବନ

ମୁମ୍ବାଇ: ମୃତ୍ୟୁ, ଯାହା ଦୁନିଆର ସବୁଠୁ ବଡ ସତ୍ୟ । ଆଉ ଯାହାକୁ ମଣିଷ କେବେ ବି ଗ୍ରହଣ କରିନଥାଏ । ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚିତ । ତେବେ କେଉଁ ରୂପରେ ମୃତ୍ୟୁ ଆସିବ ତାହା କାହାକୁ ବି ଜଣାନଥାଏ । କେବେ କେବେ…

ରାବଣଙ୍କୁ ଦିଆଯାଏ ମଦ, ନହେଲେ ଘୋର ଅନର୍ଥ…ଦଶହରାରେ ଏଠି ରହିଛି ଅଦ୍ଭୁତ ପରମ୍ପରା

ଆସୁଛି ପବିତ୍ର ଦଶହରା । ଭାରତର ବିଭିନ୍ନ ସ୍ଥାନରେ ଅନେକ ପରମ୍ପରା ଅନୁସାରେ ପାଳନ ହୋଇଥାଏ ଏହି ପର୍ବ । ଦଶହରାର ସେମିତି ଏକ ନିଆରା ପରମ୍ପରା ହେଉଛି ରାବଣପୋଡ଼ି । କିନ୍ତୁ ଭାରତର ଏକ ଜାଗାରେ ତ୍ରେତୟା ଯୁଗର ଦଶାନନ…

PM MODI କଲେ ଚିତାର ନାମକରଣ: ଜନ୍ମଦିନ ଉପଲକ୍ଷେ ନାମିବିଆରୁ ଆସିଥିଲା ମାଈ ଚିତା

ଭୋପାଳ: ଭାରତରେ ଲୁପ୍ତପ୍ରାୟ ଚିତାଙ୍କୁ ପୁଣିଥରେ ଅସ୍ଥିତ୍ୱ ବନାଇବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଜନ୍ମଦିନ ଉପଲକ୍ଷେ ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଛି । ଏମାନଙ୍କୁ…

(Video) ୫ ଫୁଟ୍ ଲମ୍ବର ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ: ଦୋକାନ ଭିତରେ ପଶିଥିଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବାର ନଜର ଆସିଛି । ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଦୋକାନ ଘରୁ ଉଦ୍ଧାର ହୋଇଛି ୫ ଫୁଟ୍ ର ଏକ ବିରାଟ ଅଜଗର…

(Video) ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ସ୍ୱାମୀ ଓ ଦିଅର…

ଗାଁ ଦାଣ୍ଡରେ, ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼  । ଦୁଇଜଣ ମାଡ଼ ମାରୁଥିବା ଯୁବକ ପୁଣି ମହିଳାଙ୍କ ସମ୍ପର୍କୀୟ । ଆଉ ଏସବୁର ନିରବ ଦ୍ରଷ୍ଟା ସାଜି ଦେଖୁଥିଲେ ଗାଁଲୋକେ । କେହିବି ଉକ୍ତ ମହିଳାଙ୍କୁ…

ସମୁଦ୍ର ଭିତରେ ମିଳିଲା ବିଶାଳକାୟ ଜଙ୍ଗଲ: ଆକାରରେ ଭାରତର କ୍ଷେତ୍ରଫଳରୁ ଦୁଇଗୁଣା

ନୂଆଦିଲ୍ଲୀ: ଆମାଜନ, ବୋର୍ଣ୍ଣିଓ, କଙ୍ଗୋ, ଡେନଟ୍ରି । ଭୁପୃଷ୍ଠରେ ଥିବା ଏହା ଦୁନିଆର ସବୁଠୁ ବଡ଼ ଏବଂ ପ୍ରସିଦ୍ଧ ଜଙ୍ଗଲ  । କିନ୍ତୁ ଆପଣଙ୍କୁ ପାଣି ତଳେ ଥିବା କେତେ ଜଙ୍ଗଲ ବିଷୟରେ ଜଣା ଅଛି । ସମୁଦ୍ର ଭିତରେ ବଡ଼ ବଡ଼…

BCCI ଦେଲା ଅପଡେଟ: ମହମ୍ମଦ ଶାମୀଙ୍କ ପରେ ଭାରତୀୟ ଦଳରୁ ଆଉ ଜଣେ ବୋଲର ବିଦା

ନୂଆଦିଲ୍ଲୀ: ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । କରୋନା ଆକ୍ରାନ୍ତ ହୋଇ ଷ୍ଟାର ବୋଲର ମହମ୍ମଦ ଶାମୀ ବାଦ ପଡିଥିବା ବେଳେ ଏବେ ଆଉ ଜଣେ ବୋଲର ଆହତ ହୋଇଛନ୍ତି ।…