ଜାଣନ୍ତୁ କିଭଳି ଘରେ ବସି ନିଜ ଫୋନ ମାଧ୍ୟମରେ ଭୋଟର ପରିଚୟ ପତ୍ରକୁ ଆଧାର ସହିତ କରିପାରିବେ ସଂଯୋଗ
ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଯାହା କି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ । ୧୩.୦୯.୨୦୨୨…