ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୨ ବର୍ଷ ଜନ୍ମ ଦିବସର ଉପହାର: ଭାରତକୁ ଆସିଲେ ୮ ଚିତା
ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତିଙ୍କ ୭୨ ତମ ଜନ୍ମ ଦିବସ । ଏହି ଅବସରରେ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଦ୍ରୁତତମ ପଶୁ ଚିତା ବାଘ । ହଲିକ୍ୟାପଟର ଜରିଆରେ ମଧ୍ୟପ୍ରଦେଶ…