ଇ-ବାଇକ୍ କୁ ପଲ୍ୟୁସନ ଚାଲାଣ; ଲୋକେ କହିଲେ…   

ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ବାହନର ବ୍ୟବହାର ବଢ଼ିଛି । ବଢ଼ୁଥିବା ତେଲ ଦରରୁ ମୁକ୍ତିପାଇବା ହେଉ କିମ୍ବା ବାୟୁ ପ୍ରଦୂଷଣକୁ କମାଇବା କ୍ଷେତ୍ରରେ ଏହାର ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ଇ-ବାଇକ ଗୁଡ଼ିକୁ…

Asia Cup-2022 ପରାଜୟକୁ ନେଇ ରାଗିଗଲେ ରାହୁଲ ଦ୍ରାବିଡ! କହିଲେ, ଓଭର ରିଆକ୍ଟର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ୨୦୨୧ ଟି-୨୦ ବିଶ୍ୱକପର ପରାଜୟକୁ ପୁଣି ଥରେ ଦେହରାଇଛି ଟିମ ଇଣ୍ଡିଆ । ଏସିଆ କପରେ ମଧ୍ୟ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିନି ରୋହିତ ସେନା । ବଡ ବଡ ଟୁର୍ଣ୍ଣାମେଣ୍ଟରେ ଲଗାତାର ଫ୍ଲପ୍ ହେବାରେ ଲାଗିଛି…

ପ୍ରକାଶ ପାଇଲା OCS-2020 Mains ପରୀକ୍ଷା ଫଳ: ପାସ୍ କରିଛନ୍ତି ୭୮୫ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍-୨୦୨୨) ମେନ୍ସର ରେଜଲ୍ଟ । ମେନ୍ସ ପରୀକ୍ଷାରେ ୭୮୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨୮୭ ମହିଳା…

ୟାଙ୍କୁ ସମ୍ଭାଳି ହେବନି! ଡେଲିଭରୀ ବୟଙ୍କ ପ୍ରାଇଭେଟ ପାର୍ଟକୁ… ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବଢିବାରେ ଲାଗିଛି କୁକୁର ଆତଙ୍କ । ପୋଷା କୁକୁରଙ୍କ ଆକ୍ରମଣରେ ଏବେ ଅନେକ ଲୋକ ବିଭିନ୍ନ ଅସୁବିଧାର ସାମନା କରୁଛନ୍ତି । ଏହାମଧ୍ୟରେ ଆଉ ଏକ ସମାନ ଘଟଣା ଦେଖିବାକୁ ମିଳିଛି । ଲିଫ୍ଟ ଭିତରେ…

ଅକ୍ଷୟ କୁମାରଙ୍କୁ Gay ଭାବୁଥିଲେ ଡିମ୍ପଲ କପାଡ଼ିଆ, ଟ୍ୱିଙ୍କଲଙ୍କ ସହ ବିବାହ ପାଇଁ ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ବଲିଉଡ ଷ୍ଟାର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଖୁବ୍ ଚର୍ଚ୍ଚା ହୋଇଥାଏ । ଅନେକ ସମୟରେ ସେମାନଙ୍କର ନୂଆ ପୁରୁଣା ଫଟୋକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥାଏ । ବିଶେଷ କରି ସୋସିଆଲ ମିଡିଆ ଯୁଗରେ ବଲିଉଡରେ…

ହେ ପ୍ରଭୁ! ଆତ୍ମହତ୍ୟାର ଇଏ କି କାରଣ? ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର: ନୂଆ ପିଢୀର ଯୁବଗୋଷ୍ଠୀଙ୍କ ମାନସିକତାରେ ଦେଖିବାକୁ ମିଳିଛି ସହନସୀଳତାର ଅଭାବ । ଏହାସହିତ ବିକୃତ ଏବଂ ଅଳ୍ପ ଚିନ୍ତାଧାରା ରଖୁଥିବା ମଧ୍ୟ ଦେଖାଯାଉଛି । ସାମାନ୍ୟ କଥାରେ ବଡ ପଦକ୍ଷେପ ନେବା ଏମାନଙ୍କ ପାଇଁଚ…

୧୪ ଜିଲ୍ଲାକୁ ପ୍ରବଳ ବର୍ଷା: ଲଘୁଚାପକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏଥିପାଇଁ ମୋଟ ୧୪ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଦ୍ୱିତୀୟ ପର୍ଯ୍ୟାୟ e-Admission ପ୍ରକ୍ରିୟା ନେଇ ବିଜ୍ଞପ୍ତି ଜାରି: ଭାଗନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରେ ଭାଗ ନେଇପାରିନଥିଲେ । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ…

ଜଳମଗ୍ନ ହେଲା ପଡୋଶୀ ଦେଶ:୧୧୦ ଜିଲ୍ଲାରେ ଭୟଙ୍କର ବନ୍ୟା

ଚଳିତ ବର୍ଷ ପାକିସ୍ତାନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯାହାକୁ ସାହାଯ୍ୟ କରିବା ପାଇଁ ମିଳିତ ଜାତିସଂଘର ମହାସଚିବ ଆଗେଇ ଆସିଛନ୍ତି । ସୂଚନା ମୁତାବକ ପାକିସ୍ତାନରେ ପହଞ୍ଚିଥିବା ମିଳିତ…

Thank God Trailer Out:ଦମଦାର ନଜରରେ ଆସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଥ୍ୟାଙ୍କ ଗଡ଼ ଟ୍ରେଲରରେ ଶୁକ୍ରବାର ମୁକ୍ତିଲାଭ କରିଛି ଏବଂ ଏଥିରେ ଆୟାନ କପୁର (ସିଦ୍ଧାର୍ଥ ମଲହୋତ୍ରା) ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ ପ୍ରଦର୍ଶିତ ହୋଇଛି, ଯିଏ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ନିଜକୁ…